ପୁରୀ: ଜଗମୋହନର ଉତ୍ତର ପଶ୍ଚିମ କୋଣ ପିଲାର ପଥରରେ ବଡ଼ ଫାଟ

ପୁରୀ: ଶ୍ରୀମନ୍ଦିର ଜଗମୋହନର ଉତ୍ତର ପଶ୍ଚିମ କୋଣ ପିଲାର ପଥରରେ ବଡ ଫାଟ ସୃଷ୍ଟି ହୋଇଛି। ଏହାସହ ଜଗମୋହନର ଅନ୍ୟ ୩ଟି ସ୍ତମ୍ଭରେ ମଧ୍ୟ ଫାଟ ଦେଖାଦେଇଛି। ୭ଟି ପକେଟରେ ଛୋଟ ଛୋଟ ପଥର ଖସୁଛି। ଜଗମୋହନ ଛାତରେ ମଧ୍ୟ ଫାଟ ଦେଖାଦେଇଛି। ଆଜି ଯାଞ୍ଚ ବେଳେ ଏହା ଜଣାପଡିଛି। ଏ ନେଇ ବିଶେଷଜ୍ଞ କମିଟିରେ ଆଲୋଚନା ହୋଇଛି। ତା’ର ସ୍କିନିଂ, ପିନିଂ ଓ ଗ୍ରାଉଟିଂ କାର୍ଯ୍ୟ ମଧ୍ୟ କରାଯିବ। ଏଏସଆଇ ପକ୍ଷରୁ ଏ ସବୁର ଫଟୋ […]

puri

puri

Rakesh Mallick
  • Published: Wednesday, 03 February 2016
  • Updated: 04 February 2016, 04:04 AM IST

Sports

Latest News

ପୁରୀ: ଶ୍ରୀମନ୍ଦିର ଜଗମୋହନର ଉତ୍ତର ପଶ୍ଚିମ କୋଣ ପିଲାର ପଥରରେ ବଡ ଫାଟ ସୃଷ୍ଟି ହୋଇଛି। ଏହାସହ ଜଗମୋହନର ଅନ୍ୟ ୩ଟି ସ୍ତମ୍ଭରେ ମଧ୍ୟ ଫାଟ ଦେଖାଦେଇଛି। ୭ଟି ପକେଟରେ ଛୋଟ ଛୋଟ ପଥର ଖସୁଛି। ଜଗମୋହନ ଛାତରେ ମଧ୍ୟ ଫାଟ ଦେଖାଦେଇଛି। ଆଜି ଯାଞ୍ଚ ବେଳେ ଏହା ଜଣାପଡିଛି। ଏ ନେଇ ବିଶେଷଜ୍ଞ କମିଟିରେ ଆଲୋଚନା ହୋଇଛି। ତା’ର ସ୍କିନିଂ, ପିନିଂ ଓ ଗ୍ରାଉଟିଂ କାର୍ଯ୍ୟ ମଧ୍ୟ କରାଯିବ।puri1

ଏଏସଆଇ ପକ୍ଷରୁ ଏ ସବୁର ଫଟୋ ଉଠାଯାଇଛି। ଦିଲ୍ଲୀ ଓ କଲିକତାରେ ବିଭିନ୍ନ ସ୍ତମ୍ଭର ଡିଜାଇନ ପ୍ରସ୍ତୁତ କରାଯାଇ ଏଏସଆଇକୁ ପ୍ରଦାନ କରାଯିବ। ପ୍ରାଥମିକ ଭାବେ ଉତ୍ତର ପଶ୍ଚିମ କୋଣର ପିଲାର ମରାମତି ପାଇଁ ଯାଞ୍ଚ ସରିଛି। ତେବେ ବହୁତ ସଂରକ୍ଷଣ ଓ ମରାମତି କାମ ରହିଛି। ରଥଯାତ୍ରା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ସବୁ କାମ ଗୋଟିଲ ଋତୁରେ ସରିବା ଅସମ୍ଭବ ବୋଲି ଶ୍ରୀମନ୍ଦିର ବୈଷୟିକ କମିଟି ଅଧ୍ୟକ୍ଷ ଜି.ସି. ମିତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story