ଦେଢ଼ ମାସ ଭିତରେ ଏମ୍‌ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ଜଗା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ହେଉଛି। ଜଗା ଦେଢ଼ ମାସ ଭିତରେ ଡିସ୍‌ଚାର୍ଜ ହୋଇପାରନ୍ତି। ଏପରି ଆଶା ପ୍ରକାଶ କରିଛନ୍ତି ଏମ୍‌ସ ଡାକ୍ତର। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। କାଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେଉଛି। ଅକ୍ଟୋବର ୨୬ ତାରିଖରେ ଅଲଗା ହୋଇଥିଲେ ଜଗା ଓ କାଳିଆ। ଦୀର୍ଘ ୧୮ ଘଣ୍ଟାର ଅପରେସନ୍‌ ପରେ ୪୦ ଜଣିଆ ଡାକ୍ତରୀ ଟିମ୍‌ ସେମାନଙ୍କୁ ଅଲଗା […]

jaga-walking-with-his-mother

jaga-walking-with-his-mother

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 11:03 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ହେଉଛି। ଜଗା ଦେଢ଼ ମାସ ଭିତରେ ଡିସ୍‌ଚାର୍ଜ ହୋଇପାରନ୍ତି। ଏପରି ଆଶା ପ୍ରକାଶ କରିଛନ୍ତି ଏମ୍‌ସ ଡାକ୍ତର। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। କାଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେଉଛି।

ଅକ୍ଟୋବର ୨୬ ତାରିଖରେ ଅଲଗା ହୋଇଥିଲେ ଜଗା ଓ କାଳିଆ। ଦୀର୍ଘ ୧୮ ଘଣ୍ଟାର ଅପରେସନ୍‌ ପରେ ୪୦ ଜଣିଆ ଡାକ୍ତରୀ ଟିମ୍‌ ସେମାନଙ୍କୁ ଅଲଗା କରିବାରେ ସଫଳ ହୋଇଥିଲେ। ଅପରେସନରେ ପରେ ଦୁଇ ଭାଇଙ୍କୁ ଆଇସିୟୁରେ ରଖାଯାଇଥିଲା।

ଅକ୍ଟୋବର ୨୫ ଭୋର ୫ଟାରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ନ୍ୟୁରୋ ସାଇନସ୍ ଓ୍ୱାର୍ଡରୁ ଅପରେସନ ଥିଏଟରକୁ ନିଆଯାଇଥିଲା। ସକାଳ ୯ଟାରୁ ଅପରେସନ୍ ଆରମ୍ଭ ହେଲା। ଦୁଇ ଭାଇଙ୍କୁ ଅଲଗା କରିବା ପାଇଁ ନନ୍‌ଷ୍ଟପ୍‌ ସର୍ଜରୀରେ ଲାଗିଛନ୍ତି ଏକ୍ସପର୍ଟ ଡାକ୍ତରୀ ଟିମ୍। ଯେଉଁଥିରେ ସାମିଲ ଅଛନ୍ତି ନ୍ୟୁରୋ ସର୍ଜନଙ୍କ ସହ ପେଡିଆଟ୍ରିକ୍ ଓ କାର୍ଡିଓଲୋଜି ସହ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର। ତେବେ ଗତଥର ଭଳି ଏଥର ଦେଶ ବାହାରୁ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story