ଜଗନ୍ନାଥଙ୍କ ପାଖରେ ଭୁଲ ମାଗିଲେ ପପୁ ପମ୍‌ପମ୍‌

ପୁରୀ: ଜଗନ୍ନାଥ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଆସିଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଗତକାଲି ବିଳମ୍ବିତ ରାତିରେ ପୁରୀ ଯାଇ  ଶ୍ରୀମନ୍ଦିର ଆଗରେ ଜଗନ୍ନାଥଙ୍କ ନିକଟରେ ଭୁଲ ମାଗିଛନ୍ତି। ତେବେ ସେ ମନ୍ଦିର ଭିତରକୁ ଯାଇ ନ ଥିଲେ। ସେ ତାଙ୍କ ସହଯୋଗୀଙ୍କ ସହ ଆସି ଶ୍ରୀମନ୍ଦିର ସାମ୍ନାରେ ଜଗନ୍ନାଥଙ୍କୁ ସଷ୍ଟାଙ୍ଗ ପ୍ରଣାମ କରି ଭୁଲ ମାଗିଥିଲେ। ଜଗନ୍ନାଥ ତାଙ୍କୁ କ୍ଷମା ଦେବା ସହ ସବୁ ଜଗନ୍ନାଥପ୍ରେମୀ ତାଙ୍କୁ କ୍ଷମା ଦେବେ ବୋଲି ପପୁ […]

papu-pumpum

papu-pumpum

Rakesh Mallick
  • Published: Friday, 02 December 2016
  • Updated: 02 December 2016, 09:28 AM IST

Sports

Latest News

ପୁରୀ: ଜଗନ୍ନାଥ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଆସିଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଗତକାଲି ବିଳମ୍ବିତ ରାତିରେ ପୁରୀ ଯାଇ  ଶ୍ରୀମନ୍ଦିର ଆଗରେ ଜଗନ୍ନାଥଙ୍କ ନିକଟରେ ଭୁଲ ମାଗିଛନ୍ତି। ତେବେ ସେ ମନ୍ଦିର ଭିତରକୁ ଯାଇ ନ ଥିଲେ। ସେ ତାଙ୍କ ସହଯୋଗୀଙ୍କ ସହ ଆସି ଶ୍ରୀମନ୍ଦିର ସାମ୍ନାରେ ଜଗନ୍ନାଥଙ୍କୁ ସଷ୍ଟାଙ୍ଗ ପ୍ରଣାମ କରି ଭୁଲ ମାଗିଥିଲେ। ଜଗନ୍ନାଥ ତାଙ୍କୁ କ୍ଷମା ଦେବା ସହ ସବୁ ଜଗନ୍ନାଥପ୍ରେମୀ ତାଙ୍କୁ କ୍ଷମା ଦେବେ ବୋଲି ପପୁ କହିଛନ୍ତି।

କିଛି ଦିନତଳେ ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପପୁ ଜଗ୍ନନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos