ଜଗତପୁରରୁ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଗିରଫ, ଦୁଇ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ୍

କଟକ/ଭୁବନେଶ୍ୱର: କଟକ ଜିଲ୍ଲା ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଛ ଗାଁରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯାଇଛି। କମିଶନରେଟ୍ ପୋଲିସ୍ ଓ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମଙ୍ଗଳବାର ବିଳମ୍ବିତ ରାତିରେ ଚଢ଼ାଉ କରି ଏହି ଆତଙ୍କବାଦୀ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଆତଙ୍କବାଦୀ ଜଣଙ୍କ ହେଲେ ମହମ୍ମଦ ଅବଦୁର ରେହମାନ (୩୭)। ଅବଦୁର ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍ (ଏକ୍ୟୁଆଇଏସ୍)ର ସଦସ୍ୟ ବୋଲି ଜଣାପଡ଼ିଛି। ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୋଲିସ୍ […]

ahamad-rehama

ahamad-rehama

Rakesh Mallick
  • Published: Wednesday, 16 December 2015
  • Updated: 16 December 2015, 04:37 PM IST

ahamad-rehamaକଟକ/ଭୁବନେଶ୍ୱର: କଟକ ଜିଲ୍ଲା ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଛ ଗାଁରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯାଇଛି। କମିଶନରେଟ୍ ପୋଲିସ୍ ଓ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମଙ୍ଗଳବାର ବିଳମ୍ବିତ ରାତିରେ ଚଢ଼ାଉ କରି ଏହି ଆତଙ୍କବାଦୀ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଆତଙ୍କବାଦୀ ଜଣଙ୍କ ହେଲେ ମହମ୍ମଦ ଅବଦୁର ରେହମାନ (୩୭)। ଅବଦୁର ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍ (ଏକ୍ୟୁଆଇଏସ୍)ର ସଦସ୍ୟ ବୋଲି ଜଣାପଡ଼ିଛି। ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୋଲିସ୍ କହିଛି। ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସ୍ପୋର୍ଟ ଜବତ କରାଯାଇଛି। ତେବେ ଓଡ଼ିଶାରେ ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି କି ନାହିଁ ତାହା ତଦନ୍ତ ଆଗେଇବା ପରେ ଜଣାପଡ଼ିବ।

ଗିରଫ ପରେ ଅପରାହ୍ଣରେ କଡ଼ା ସୁରକ୍ଷା ମଧ୍ୟରେ ସାଲେପୁର ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା ସନ୍ଦିଗ୍ଧ ଅଲ୍କାଏଦା ଆତଙ୍କବାଦୀ ଅବଦୁର ରେହମାନକୁ। ଦିଲ୍ଲୀ ପୋଲିସ୍ ଅବଦୁରକୁ ଦିନିଆ ଟ୍ରଞ୍ଜିଟ୍ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କିନ୍ତୁ କୋର୍ଟ ୨ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ। ଏହାପରେ ଅବଦୁରକୁ କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱର ଏୟାରପୋର୍ଟକୁ ଅଣାଯାଇଥିଲା। ରାତି ପ୍ରାୟ ସାଢ଼େ ୯ଟା ବେଳକୁ ତାକୁ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ନିଆଯାଇଥିଲା। ଅବଦୁର ନାଁରେ ଆଇପିସିର ଦଫା ୧୮, ୧୮(ବି) ଓ ୨୦ରେ ମାମଲା ରୁଜୁ ହୋଇଛି।

ଫୋନ୍ ଟ୍ରାକିଂରୁ ଦିଲ୍ଲୀ ପୋଲିସ୍ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ୍ ସହ ଯୋଗାଯୋଗ କରିଥିଲା। ଲଗାତାର ଅବୁଦରର ଫୋନକଲ୍ ଓ ବ୍ୟାଙ୍କ କାରବାର ଉପରେ ନଜର ରଖାଯାଇଥିଲା। ଆତଙ୍କବାଦୀ ସହ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ଦିଲ୍ଲୀ ପୋଲିସର ଏକ ଟିମ୍ ଦୁଇ ଦିନ ତଳେ ଆସି ଭୁବନେଶ୍ୱରରେ ପହଞ୍ଚି ଥିଲା। ଦିଲ୍ଲୀ ପୋଲିସ୍ ପହଞ୍ଚି ଏହି ଦୁଇଦିନ ମଧ୍ୟରେ ବିଭିନ୍ନ ଦିଗକୁ ଯାଞ୍ଚ କରିବା ପରେ ଜଗତପୁର ଅଞ୍ଚଳରେ ଆତଙ୍କବାଦୀ ଜଣଙ୍କ ଥିବା ସ୍ପଷ୍ଟ ହୋଇଥିଲା। ଏହା ଜଣାପଡ଼ିବା ପରେ ତାକୁ ଧରିବାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି କରାଯାଇଥିଲା। ଗତକାଲି ରାତିରେ ପୋଲିସ କମିଶନର, ଭୁବନେଶ୍ୱର ଓ କଟକ ଡିସିପିଙ୍କ ନେତୃତ୍ୱରେ ୩୦ ଜଣିଆ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଏହି ଚଢ଼ାଉ କରିଥିଲେ। ଏଥିରେ ଦିଲ୍ଲୀର ଏକ ୩ ଜଣିଆ ଟିମ୍ ଓ ଆଇବି ଅଧିକାରୀମାନେ ସାମିଲ ହୋଇଥିଲେ।

ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ୨୦୧୪ରୁ ଅବଦୁଲ ଏକ୍ୟୁଆଇଏସ ପାଇଁ କାମ କରୁଥିଲା। ତା’ର ଟାଙ୍ଗି ଅଞ୍ଚଳରେ ଏକ ମଦ୍ରାସା ରହିଛି। ଏଠାରେ ସେ ଝାଡ଼ଖଣ୍ଡର ଯୁବକମାନଙ୍କୁ ଆଣି ପଢ଼ାଉ ଥିଲେ। ରାଞ୍ଚିରେ ଉତ୍ତେଜିତ ଭାଷଣ ଦେବା ଅଭିଯୋଗରେ ତାଙ୍କ ନାମରେ ଏକ ମାମଲା ହୋଇଥିଲା। ବିଶେଷ କରି ଝାଡ଼ଖଣ୍ଡ, ୟୁପି, ବେଙ୍ଗାଲୁରୁରେ ସେ କାମ କରୁଥିଲେ। ଏହାସହ ପାକିସ୍ତାନ, ଦୁବାଇ, ସାଉଦି ଆରବ ଓ ଲଣ୍ଡନ ସହ ତାଙ୍କର ଲିଙ୍କ୍ ରହିଛି। ତେବେ ଓଡ଼ିଶାରେ ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ କି ନାହିଁ ତାହାର ତଦନ୍ତ ଚାଲିଛି। ସାଲେପୁର କୋର୍ଟରେ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର ପରେ ଅବଦୁଲକୁ ଦିଲ୍ଲୀ ନିଆଯିବ ବୋଲି କମିଶନର କହିଛନ୍ତି।

ପୋଲିସ୍ କମିଶନର ଆହୁରି ମଧ୍ୟ କହିଛନ୍ତି, ୨୦୦୧ରେ ଅବଦୁଲଙ୍କ ବଡ଼ଭାଇ ତାହିର ଅଲ୍ଲୀଙ୍କୁ ଆତଙ୍କବାଦୀ ଲିଙ୍କ୍ ନେଇ ଗିରଫ କରାଯାଇଥିଲା। ସେହିପରି ଦିଲ୍ଲୀ ପୋଲିସ ଉତ୍ତର ପ୍ରଦେଶରୁ ମଧ୍ୟ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀ ଜଣଙ୍କ ହେଲେ ମହମ୍ମଦ ଆସିଫ। ଅବଦୁଲ ଓ ଆସିଫ ଅନ୍ୟ ଦୁଇଜଣଙ୍କ ସହ ୨୩ ଜୁନ୍ ୨୦୧୩ରେ ଟ୍ରେନିଂ ପାଇଁ ପାକିସ୍ତାନ ଯାଇଥିଲେ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛନ୍ତି।

କିଛି ଦିନ ହେବ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନେଇ ଚର୍ଚ୍ଚା ଚାଲିଛି। ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପରି ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥିବାରୁ ଏଠାରେ ସବୁ ବେଳେ ଆତଙ୍କବାଦୀ ଆକ୍ରମଣ ହେବାର ଭୟ ଲାଗି ରହୁଛି। ୨୦୧୨ରେ ପୁରୀ ରଥଯାତ୍ରାକୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ ବୋଲି ସେତେବେଳର ଆସାମ ପୋଲିସ ଡିଜି କହିଥିଲେ। ଏ ସୂଚନା ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଖାଲି ସେତିକି ନୁହେଁ ଗତବର୍ଷ ଇଣ୍ଡିଆନ୍ ମୁଜାହିଦ୍ଦିନର ଦୁଇଜଣ ଆତଙ୍କବାଦୀ ଓଡ଼ିଶା ଆସିଥିବା ନେଇ ସୂଚନା ମିଳିଥିଲା। ଦିଲ୍ଲୀ ପୋଲିସ ଦୁଇ ଆତଙ୍କବାଦୀଙ୍କୁ ଜେରା କରୁଥିବା ବେଳେ ଏଇ ତଥ୍ୟ ହାସଲ ହୋଇଥିଲା। ଏହି ଦୁଇ ଆତଙ୍କବାଦୀ ଭୁବନେଶ୍ୱରର ହୋଟେଲରେ ରହୁଥିବା ନେଇ ତଥ୍ୟ ମିଳିଥିଲା। ପୋଲିସ କମିଶନର ବି ଏହା ସ୍ୱୀକାର କରିଥିଲେ। କିଛି ଦିନ ତଳେ ପୁରୀ ଟ୍ରେନ୍ ପୋଡ଼ି ଘଟଣାରେ ଗିରଫ ସୁବାସର ଆତଙ୍କବାଦୀଙ୍କ ସହ ଲିଙ୍କ ଥିବା ଜଣାପଡ଼ିଥିଲା। ଏବେ ଆଉଜଣେ ଆତଙ୍କବାଦୀ ଜଗତପୁରରୁ ଗିରଫ ହେବା ଏହି ଆଶଙ୍କାକୁ ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story