ନା ନା ମଦ ପିଇବି ନାହିଁ...

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ମଦ, ବିଡ଼ି ଓ ସିଗାରେଟ୍‌ସେବନ କଲେ ଟିବି ପରି ଭୟଙ୍କର ରୋଗ ହେଉଛି। ସେଥିପାଇଁ ଏହି ନିଶାକୁ କଗ୍ଦଣ ପାଇଁ ସେବନ କରୁଛ? ଏହାକୁ ଛାଡ଼ିବା ପାଇଁ ସମାବେଶରେ ଯୋଗଦେଇଥିବା ଚାଷୀଙ୍କୁ ଶପଥପାଠ କରାଇଛନ୍ତି ସମାଜସେବୀ ଆନ୍ନା ହଜାରେ। ଚାଷୀଙ୍କୁ ପ୍ରାଇସ୍, ପେନସନ୍‌ଓ ପ୍ରେଷ୍ଟିଜ୍ ଦାବିରେ ଜଗତସିଂହପୁରରେ ଜୟ କିଷାନ ସମାବେଶ ଚାଷୀ ସମାବେଶ ହୋଇଥିଲା। ଏଥିରେ ଯୋଗଦେଇଥିଲେ ଆନ୍ନା ହଜାରେ। ସେ କହିଥିଲେ-“ଆଜିକୁ ୧୮ ବର୍ଷ ତଳେ ମୋ’ ଗାଁରେ ୪୦ଟି […]

anna1

anna1

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 08:01 PM IST

Sports

Latest News

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ମଦ, ବିଡ଼ି ଓ ସିଗାରେଟ୍‌ସେବନ କଲେ ଟିବି ପରି ଭୟଙ୍କର ରୋଗ ହେଉଛି। ସେଥିପାଇଁ ଏହି ନିଶାକୁ କଗ୍ଦଣ ପାଇଁ ସେବନ କରୁଛ? ଏହାକୁ ଛାଡ଼ିବା ପାଇଁ ସମାବେଶରେ ଯୋଗଦେଇଥିବା ଚାଷୀଙ୍କୁ ଶପଥପାଠ କରାଇଛନ୍ତି ସମାଜସେବୀ ଆନ୍ନା ହଜାରେ।

ଚାଷୀଙ୍କୁ ପ୍ରାଇସ୍, ପେନସନ୍‌ଓ ପ୍ରେଷ୍ଟିଜ୍ ଦାବିରେ ଜଗତସିଂହପୁରରେ ଜୟ କିଷାନ ସମାବେଶ ଚାଷୀ ସମାବେଶ ହୋଇଥିଲା। ଏଥିରେ ଯୋଗଦେଇଥିଲେ ଆନ୍ନା ହଜାରେ। ସେ କହିଥିଲେ-“ଆଜିକୁ ୧୮ ବର୍ଷ ତଳେ ମୋ’ ଗାଁରେ ୪୦ଟି ମଦ ଭାଟିଥିଲା। ଏବେ ଗୋଟିଏ ବି ମଦ ଦୋକାନ ନାହିଁ। ଏପରିକି କୌଣସି ଦୋକାନରେ ଗୁଟ୍‌ଖା, ବିଡ଼ି, ସିଗାରେଟ୍‌ଓ ଖଇନି ବିକ୍ରି ହେଉନି।”

ସେ କହିଛନ୍ତି-“ମୁଁ କିଏ, କ’ଣ ପାଇଁ ଆସିଛି ଓ କେଉଁଠିକି ଯିବି ସେ ସମ୍ପର୍କରେ କେହି ଚିନ୍ତା କରୁନାହାନ୍ତି। ପ୍ରତ୍ୟକ ବ୍ୟକ୍ତି ଭାବୁଛନ୍ତି ଦୁନିଆକୁ ଆସିଛି- ଖାଇବି, ପିଇବି ଓ ଅୟେସ କରିବି। ବାସ୍ତବିକ ଜୀବନରେ ସେହି ଜୀବନ ଶୈଳୀରେ ଜିଇ ସାଂସାର ଛାଡ଼ି ଚାଲି ଯାଆନ୍ତି। ଖାଇବା ଓ ପିଇବା ଜୀବନ ନୁହେଁ। ନବକୃଷ୍ଣ ଚୌଧୁରୀ ଜୟନ୍ତୀରେ ଶପଥ ନିଅନ୍ତୁ-ଜୀବନରେ କେବେ ମଦ ପିଇବିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story