ଜାମିନ ଆବେଦନ କଲେ ମହିମା

ପାରାଦୀପ: ସିୱେଜ୍ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ର ଆଜି ଜଗତସିଂହପୁର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି। ଏହି ମାମଲାରେ ପାରାଦୀପ ପୋଲିସ୍ ତାଙ୍କୁ ଗତ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ରିମାଣ୍ଡ ଅବଧି ସରି ଯିବା ପରେ ଗତକାଲି ତାଙ୍କୁ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ପରେ ପୁଣି ତାଙ୍କୁସମାଗୋଳ ଜେଲ୍‌କୁ ପଠାଇ […]

mahima

mahima

Rakesh Mallick
  • Published: Friday, 06 January 2017
  • Updated: 06 January 2017, 06:14 PM IST

Sports

Latest News

ପାରାଦୀପ: ସିୱେଜ୍ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ର ଆଜି ଜଗତସିଂହପୁର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି।

ଏହି ମାମଲାରେ ପାରାଦୀପ ପୋଲିସ୍ ତାଙ୍କୁ ଗତ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ରିମାଣ୍ଡ ଅବଧି ସରି ଯିବା ପରେ ଗତକାଲି ତାଙ୍କୁ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ପରେ ପୁଣି ତାଙ୍କୁସମାଗୋଳ ଜେଲ୍‌କୁ ପଠାଇ ଦିଆଯାଇଥିଲା।

ପ୍ରଥମେ ପାରାଦୀପ ପୋଲିସ୍ ମହିମାଙ୍କୁ ଡିସେମ୍ବର ୨୯ ତାରିଖରୁ ଚାରି ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ରହିବାକୁ ପୋଲିସ୍ କୋର୍ଟରେ ପୁଣି ଆବେଦନ କରି ରିମାଣ୍ଡ ତାରିଖ ବଦଳାଇଥିଲା।

ଅନ୍ୟପକ୍ଷରେ ଜଲାରାମ ଟ୍ରାନ୍ସପୋର୍ଟ ଗୁଳିକାଣ୍ଡ ମାମଲାରେ ମହିମାଙ୍କୁ ରିମାଣ୍ଡରେ ନେବାକୁ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଗୋଳ କୋଲିଆରୀ ପୋଲିସ୍‌ର ଆବେଦନ କରିଛି। ଜଲାରାମ୍‌ ଟ୍ରାନ୍ସପୋର୍ଟ ଗୁଳିକାଣ୍ଡ ମାମଲାରେ ବୁଧବାର ତାଙ୍କୁ ଅନୁଗୋଳ କୋଲିଆରୀ ଥାନା ପୋଲିସ୍ ଜେରା କରିଥିଲା।

ପ୍ରେସ୍‌ ଛକ ବୋମାମାଡ଼ ଘଟଣାରେ ମହିମାଙ୍କୁ ଅଭିଯୁକ୍ତ କରିବାକୁ ଆବେଦନ

୨୦୧୩ କଟକ ପ୍ରେସ୍ ଛକ ବୋମାମାଡ଼ ଘଟଣାରେ ମହିମା ମିଶ୍ରଙ୍କୁ ଅଭିଯୁକ୍ତ କରିବାକୁ କମିଶନରେଟ୍‌ ପୋଲିସ୍‌ ଆବେଦନ କରିଛି। ପୋଲିସ ପକ୍ଷରୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏହି ଆବେଦନ କରାଯାଇଛି। ଏହି ଘଟଣାରେ ମହିମାଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି କମିଶନରେଟ୍ ପୋଲିସ୍ ଗତକାଲି ସୂଚନା ଦେଇଥିଲା।

ମହିମା ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଗତମାସରେ ଓଡ଼ିଶା ପୋଲିସ୍ ବ୍ୟାଙ୍କକ୍‌ରୁ ଆଣିବା ପରେ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story