କେମିତି କନ୍ୟାକୁ କରିଥିଲି ପାତାଳି: ନିର୍ଦ୍ଦୟ ବାପା ମୁହଁରେ ନିଷ୍ଠୁର କାହାଣୀ

ଯାଜପୁର: ଝିଅଙ୍କୁ କେବେ ଅବଳା ଓ ଦୁର୍ବଳା ଭାବିବା ଠିକ କଥା ନୁହେଁ। ଝିଅ ଓ ପୁଅ ସମସ୍ତେ ସମାନ। ଏହା ସତ୍ତ୍ୱେ ସମାଜରେ ଦେଖାଦେଇଛି ଲିଙ୍ଗ ଭେଦ ପ୍ରଭେଦ। ଝିଅଙ୍କୁ ବଞ୍ଚି ଥାଉଁଥାଉଁ ମାଟିରେ ପୋତି ଦିଆଯାଉଛି। ସ୍ୱାଧୀନତାର ୭୦ ବର୍ଷ ପରେ ଏପରି ଘଟଣା ଯାଜପୁର ଜିଲ୍ଲା ଶ୍ୟାମସୁନ୍ଦରପୁର ଗାଁରେ ଦେଖିବାକୁ ମିଳିଛି। ମା’ ଗର୍ଭରୁ ଜନ୍ମ ନେବାର କିଛି ସମୟ ପରେ ବାପା ନବଜାତ ଶିଶୁ କନ୍ୟାକୁ ଖତଗାଦାରେ ପୋତି ଦେଇଥିବା ଅଭିଯୋଗ […]

child under mat

child under mat

Rakesh Mallick
  • Published: Tuesday, 28 March 2017
  • Updated: 28 March 2017, 11:06 PM IST

Sports

Latest News

ଯାଜପୁର: ଝିଅଙ୍କୁ କେବେ ଅବଳା ଓ ଦୁର୍ବଳା ଭାବିବା ଠିକ କଥା ନୁହେଁ। ଝିଅ ଓ ପୁଅ ସମସ୍ତେ ସମାନ। ଏହା ସତ୍ତ୍ୱେ ସମାଜରେ ଦେଖାଦେଇଛି ଲିଙ୍ଗ ଭେଦ ପ୍ରଭେଦ। ଝିଅଙ୍କୁ ବଞ୍ଚି ଥାଉଁଥାଉଁ ମାଟିରେ ପୋତି ଦିଆଯାଉଛି। ସ୍ୱାଧୀନତାର ୭୦ ବର୍ଷ ପରେ ଏପରି ଘଟଣା ଯାଜପୁର ଜିଲ୍ଲା ଶ୍ୟାମସୁନ୍ଦରପୁର ଗାଁରେ ଦେଖିବାକୁ ମିଳିଛି। ମା’ ଗର୍ଭରୁ ଜନ୍ମ ନେବାର କିଛି ସମୟ ପରେ ବାପା ନବଜାତ ଶିଶୁ କନ୍ୟାକୁ ଖତଗାଦାରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣରେ ଜେନାପୁର ଆଜି ଅଭିଯୁକ୍ତ ବାପ ରମେଶ ବସନ୍ତିଆକୁ ଗିରଫ କରିଛି।

ରମେଶଙ୍କର ପୂର୍ବରୁ ୪ ପିଲା ଥିଲେ। ସେ ଆଉ କନ୍ୟା ସନ୍ତାନ ଚାହୁଁନଥିଲେ। ତେଣୁ ମା’ ପେଟରେ ବଢ଼ୁଥିବା ଶିଶୁ କନ୍ୟାକୁ ମାରିଦେବାକୁ ଉଦ୍ୟମ କରୁଥିଲା। ମାତ୍ର ମା’ର ସ୍ନେହ ଆଗରେ ରମେଶର ସବୁ ଯୋଜନା ଫେଲ୍‌ ମାରିଥିଲା। କିନ୍ତୁ ଯେଉଁ ଦିନ ଜନ୍ମ ହେବ ପିଲା ସେଦିନ ତାକୁ ସୁରକ୍ଷା ଦେଇପାରିନଲା। ଗତ ୨୫ ତାରିଖ ସକାଳେ ନବଜାତ ଶିଶୁ କନ୍ୟାକୁ ରମେଶ ନିଜେ ନେଇ ଖତଗାଦାରେ ପୋତି ଦେଇଥିଲା ବୋଲି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଯାଜପୁର ଏସ୍‌ପି ଅନୁପ ସାହୁ କହିଛନ୍ତି।

ଖତ ଗାଦାରେ ପୋତା ଯାଇଥିବା ଶିଶୁ କନ୍ୟା ଗୋଡ଼ ହଲାଉଥିବା ଦେଖି ସ୍ଥାନୀୟ ଯୁମକ ତାକୁ ଉଦ୍ଧାର କରି ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ଚିକିତ୍ସା ପରେ ଶିଶୁ ଏବେ ସୁସ୍ଥ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story