ଯାଜପୁର ଏସପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଯାଜପୁର: ଯାଜପୁର ଏସପି ନିକଟରେ ଆଜି ନାମସୀ ଗୁଣ୍ଡୁଆ ଓରଫ୍ ସସ୍ମିତା ନାମକ ଜଣେ କ୍ୟାଡ଼ର ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ମାଓବାଦୀ ଜଣକ କଳିଙ୍ଗନଗର ମାଓବାଦୀ ଡିଭିଜନର ସକ୍ରିୟ ସଦସ୍ୟା। ସସ୍ମିତାଙ୍କ ଘର ଗୋଖତ ଗାଁରେ। ସେ କେନ୍ଦୁଝର ଜିଲ୍ଲା ବାଂଶପାଳ ଫ।ଣ୍ଡି ଓ ବାଂଶପାଳ ଛକ ମଦ ଦୋକାନ ଆକ୍ରମଣ, ଚା’ ବଗିଚା ଆକ୍ରମଣ, ନଗଦା ଏନକାଉଣ୍ଟର ଓ ତଇଲଙ୍ଗୀ ମାଇନ୍ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ଆତ୍ମସମର୍ପଣ ପରେ […]

surender

surender

Rakesh Mallick
  • Published: Friday, 09 October 2015
  • Updated: 09 October 2015, 08:53 AM IST

Sports

Latest News

ଯାଜପୁର: ଯାଜପୁର ଏସପି ନିକଟରେ ଆଜି ନାମସୀ ଗୁଣ୍ଡୁଆ ଓରଫ୍ ସସ୍ମିତା ନାମକ ଜଣେ କ୍ୟାଡ଼ର ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ମାଓବାଦୀ ଜଣକ କଳିଙ୍ଗନଗର ମାଓବାଦୀ ଡିଭିଜନର ସକ୍ରିୟ ସଦସ୍ୟା। ସସ୍ମିତାଙ୍କ ଘର ଗୋଖତ ଗାଁରେ। ସେ କେନ୍ଦୁଝର ଜିଲ୍ଲା ବାଂଶପାଳ ଫ।ଣ୍ଡି ଓ ବାଂଶପାଳ ଛକ ମଦ ଦୋକାନ ଆକ୍ରମଣ, ଚା' ବଗିଚା ଆକ୍ରମଣ, ନଗଦା ଏନକାଉଣ୍ଟର ଓ ତଇଲଙ୍ଗୀ ମାଇନ୍ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ଆତ୍ମସମର୍ପଣ ପରେ ତାକୁ ସରକାରୀ ଯୋଜନା ଅନୁଯାୟୀ ପୁନର୍ବାସ ଓ ଥଇଥାନ୍ କରାଯିବ ବୋଲି ଯାଜପୁର ଏସପି କହିଛନ୍ତି।

ସେହିପରି ଗତକାଲି ରାୟଗଡା ଏସପିଙ୍କ ନିକଟରେ ସୁକୁମାରୀ ଶବର ଓରଫ ଶାରଦା ନାମ୍ନୀ ଜଣେ ହାର୍ଡକୋର ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିଲେ। ସୁକୁମାରୀ ୨୦୦୨ ମସିହାରେ ବଂଶଧାରା ଡିଭିଜନ ମାଓ ସଙ୍ଗଠନର ଜଣେ କ୍ୟାଡର ଭାବେ କାର୍ଯ୍ୟ କରୁଥିଲେ। ତେବେ ୨୦୧୨ରେ ମାଓ ସଙ୍ଗଠନ ଛାଡି ସେ କେରଳ ଚାଲିଯାଇଥିଲେ। ଏବେ କେରଳରୁ ଫେରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ସୁକୁମାରୀ। ତା’ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ୭ଟି ଅପରାଧ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story