ଯାଜପୁର: ଟ୍ରକ୍-ଟାଟା ସୁମୋ ମୁହାଁମୁହିଁ ଧକ୍କା, ୩ ମୃତ, ୨ ଆହତ

ଯାଜପୁର: ଯାଜପୁର ଜିଲ୍ଲା ଜାରକା ରୋଡ୍‌ରେ  ଆଜି ଏକ ଟ୍ରକ୍  ଓ ଟାଟା ସୁମୋ ମଧ୍ୟରେ ମୁହାଁମୁହିଁ  ଧକ୍କାରେ  ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକମାନେ ପଶ୍ଚିମବଙ୍ଗ ଚବିଶି ପ୍ରଗଣା ଅଞ୍ଚଳର। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ପଶ୍ଚିମବଙ୍ଗରୁ ଜଣେ ରୋଗୀକୁ ନେଇ ଭୁବନେଶ୍ୱର ଆସୁଥିବା ବେଳେ ଆଜି ଭୋର୍ ପ୍ରାୟ ୪ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁତର ଗାଡ଼ି […]

ଜ

Rakesh Mallick
  • Published: Friday, 08 April 2016
  • Updated: 08 April 2016, 06:13 AM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା ଜାରକା ରୋଡ୍‌ରେ  ଆଜି ଏକ ଟ୍ରକ୍  ଓ ଟାଟା ସୁମୋ ମଧ୍ୟରେ ମୁହାଁମୁହିଁ  ଧକ୍କାରେ  ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକମାନେ ପଶ୍ଚିମବଙ୍ଗ ଚବିଶି ପ୍ରଗଣା ଅଞ୍ଚଳର। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ପଶ୍ଚିମବଙ୍ଗରୁ ଜଣେ ରୋଗୀକୁ ନେଇ ଭୁବନେଶ୍ୱର ଆସୁଥିବା ବେଳେ ଆଜି ଭୋର୍ ପ୍ରାୟ ୪ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁତର ଗାଡ଼ି ଡ୍ରାଇଭରକୁ କଟକ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story