୨୦୧୩-୧୪ ଓ ୨୦୧୪-୧୫ରେ ଜଳଯୋଗାଣ ପାଇଁ ଖର୍ଚ୍ଚ ହୋଇଛି ୨୯୧କୋଟି ୬୬ଲକ୍ଷ ୭୩ହଜାର ଟଙ୍କା: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ପାନୀୟଜଳ ଯୋଗାଣ ନେଇ ଆଜି ପ୍ରଶ୍ନକାଳରେ ବିରୋଧୀ ଦଳ ବିଧାୟକ ଚିରଞ୍ଜବ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରୀ ପାତ୍ର। ସେ କହିଛନ୍ତି ୨୦୧୩-୧୪ ଓ ୨୦୧୪-୧୫ ଆର୍ଥିକବର୍ଷରେ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ୨୯୧କୋଟି ୬୬ଲକ୍ଷ ୭୩ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଦୁଇ ଆର୍ଥିକବର୍ଷରେ କେନ୍ଦ୍ର ସରକାର ରାଜ୍ୟକୁ ୫୬୬ କୋଟି ୮ଲକ୍ଷ ୪୭ ହଜାର ଟଙ୍କା ଅନୁଦାନ ଦେଇଛନ୍ତି। ଯେଉଁ ଅଞ୍ଚଳରେ ଫ୍ଲୋରାଇଡ ଓ […]

assembly

assembly

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 10:53 AM IST

Sports

Latest News

ଭୁବନେଶ୍ୱର: ପାନୀୟଜଳ ଯୋଗାଣ ନେଇ ଆଜି ପ୍ରଶ୍ନକାଳରେ ବିରୋଧୀ ଦଳ ବିଧାୟକ ଚିରଞ୍ଜବ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରୀ ପାତ୍ର। ସେ କହିଛନ୍ତି ୨୦୧୩-୧୪ ଓ ୨୦୧୪-୧୫ ଆର୍ଥିକବର୍ଷରେ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ୨୯୧କୋଟି ୬୬ଲକ୍ଷ ୭୩ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଦୁଇ ଆର୍ଥିକବର୍ଷରେ କେନ୍ଦ୍ର ସରକାର ରାଜ୍ୟକୁ ୫୬୬ କୋଟି ୮ଲକ୍ଷ ୪୭ ହଜାର ଟଙ୍କା ଅନୁଦାନ ଦେଇଛନ୍ତି। ଯେଉଁ ଅଞ୍ଚଳରେ ଫ୍ଲୋରାଇଡ ଓ ଆଇନ ମିଶା ପାଣି ଆସୁଛି, ସେଠାରେ ନଳକୂପରେ ମେସିନ ବସାଯାଇ ଜଳକୁ ବିଶୋଧନ କରାଯାଉଛି। ରାଜ୍ୟର ୧୮୭ ଗାଁରେ ଫ୍ଲୋରାଇଡ ଓ ଆଇରନ ମିଶା ପାଣି ମିଳୁଥିବା ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ।

ଶୂତ୍ୟକାଳରେ ପାନୀୟଜଳ ଯୋଗାଣ ଉପରେ ଆଲୋଚନା ପରେ ବିଧାନସଭା ଭିତରେ ଅଶ୍ଳୀଳ ଭିଡିଓ ଦେଖିବା ମାମଲାରେ ବିଧାୟକ ନବ ଦାସଙ୍କ ବିରୋଧରେ ଶାସକ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ ମୋସନ୍ ଆଣିଥିଲେ। ମୋସନ ବାଚନିକ ଭୋଟରେ ଗୃହୀତ ହେବା ପରେ ବାଚସ୍ପତି ନିରଞ୍ଜନ ପୂଜାରୀ ୭ ଦିନ ପାଇଁ ବିଧାୟକ ଦାସଙ୍କୁ ଗୃହରୁ ନିଲମ୍ବନ କରିଛନ୍ତି। ଏହା ପୂର୍ବରୁ ମାମଲାର ତଦନ୍ତ ପାଇଁ ସଦାଚାର କମିଟିକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଏପରି ସ୍ଥିତିରେ ବିଧାୟକ ନବ ଦାସଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆ ନ ଯାଇ ବାଚସ୍ପତି ତାଙ୍କ ନିଷ୍ପତ୍ତି ଶୁରାଇବାକୁ ଉଭୟ ବିଜେପି ଓ କଂଗ୍ରେଦ ପକ୍ଷରୁ ନାପସନ୍ଦ କରାଯାଇଛି। ଉଭୟ ଦଳ ବାଚସ୍ପତି ତାଙ୍କ ନିଷ୍ପତ୍ତିର ପୁନଃବିଚାର କରିବାକୁ ଦାବି କରି କକ୍ଷତ୍ୟାଗ କରିଛନ୍ତି। ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ୧୮ ପର୍ଯ୍ୟନ୍ତ ମୁଲତବି କରିଦେଇଛନ୍ତି। ଗୃହ ସୁରଖୁରରେ ଚାଲିବା ନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଛନ୍ତି। ଅପରାହ୍ନ ସାଢେ ୫ଟାରେ ଏହି ବୈଠକ ବସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story