ସ୍କୁଲକୁ ପାଠ ପଢ଼ିବା ପାଇଁ ଆସି କ୍ଷେତରେ ଧାନ ରୋଉଛନ୍ତି ଛାତ୍ରଛାତ୍ରୀ  

କାମାକ୍ଷାନଗର: ସାଧାରଣତଃ ପିଲାମାନେ  ସ୍କୁଲକୁ ଯାଇଥାନ୍ତି ପାଠ ପଢିବାକୁ। କିନ୍ତୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହୁଲପାଳ ଗ୍ରାମର ରାମକୃଷ୍ଣ ଆଦର୍ଶ  ଆଶ୍ରମ ସ୍କୁଲର ପିଲାମାନେ ଏଥିରେ ଏକ ବ୍ୟତିକ୍ରମ। ଏହି ସ୍କୁଲରେ ଛାତ୍ରଛାତ୍ରୀମାନେ ପ୍ରତିଦିନ ପାଠ ପଢ଼ିବା ପାଇଁ ସ୍କୁଲ ଆସିଥାନ୍ତି। କିନ୍ତୁ ଅନ୍ୟ ସ୍କୁଲର ପିଲାଙ୍କ ପରି ପାଠ ନ ପଢି ସେମାନେ ବହିପତ୍ର ରଖିଦେଇ ସ୍କୁଲ ନିକଟରେ ଥିବା କ୍ଷେତକୁ ଧାନ ରୋଇବାକୁ ଯାଇଥାନ୍ତି। ଧାନ ନ ରୋଇଲେ ଶିକ୍ଷକଙ୍କ ଠାରୁ ମାଡ଼ ଖାଇବାକୁ […]

k

k

Rakesh Mallick
  • Published: Friday, 19 August 2016
  • Updated: 19 August 2016, 08:27 PM IST

Sports

Latest News

kକାମାକ୍ଷାନଗର: ସାଧାରଣତଃ ପିଲାମାନେ  ସ୍କୁଲକୁ ଯାଇଥାନ୍ତି ପାଠ ପଢିବାକୁ। କିନ୍ତୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହୁଲପାଳ ଗ୍ରାମର ରାମକୃଷ୍ଣ ଆଦର୍ଶ  ଆଶ୍ରମ ସ୍କୁଲର ପିଲାମାନେ ଏଥିରେ ଏକ ବ୍ୟତିକ୍ରମ।

ଏହି ସ୍କୁଲରେ ଛାତ୍ରଛାତ୍ରୀମାନେ ପ୍ରତିଦିନ ପାଠ ପଢ଼ିବା ପାଇଁ ସ୍କୁଲ ଆସିଥାନ୍ତି। କିନ୍ତୁ ଅନ୍ୟ ସ୍କୁଲର ପିଲାଙ୍କ ପରି ପାଠ ନ ପଢି ସେମାନେ ବହିପତ୍ର ରଖିଦେଇ ସ୍କୁଲ ନିକଟରେ ଥିବା କ୍ଷେତକୁ ଧାନ ରୋଇବାକୁ ଯାଇଥାନ୍ତି। ଧାନ ନ ରୋଇଲେ ଶିକ୍ଷକଙ୍କ ଠାରୁ ମାଡ଼ ଖାଇବାକୁ ପଡ଼ିଥାଏ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସବୁବେଳେ ଏଭଳି ତାଙ୍କୁ କାମ କରିବାକୁ ପଡୁଛି ନ ହେଲେ ମାଡ଼ ମରାଯାଉଛି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

ସ୍କୁଲ ପଛରେ ଥିବା ଧାନ କ୍ଷେତରେ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଧାନ ରୋଉଥିବା ଦେଖି ଅଭିଭାବକମାନେ  ବିରୋଧ କରିଥିଲେ।

କାମାକ୍ଷାନଗର ବ୍ଲକ ଶିକ୍ଷା ଅଧିକାରୀ ଏହି ଘଟଣା ତଦନ୍ତ କରିଥିଲେ। ଆଜି କିଛି ଅଭିଭାବକ ଓ ଆଦିବାସୀ ନେତା ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିକଟରେ ଏନେଇ  ଅଭିଯୋଗ କରିଥିଲେ।

ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି: “ଉପଜିଲ୍ଲାପାଳଙ୍କୁ  ଏହି ଘଟଣାର ତଦନ୍ତ କରିବା ପାଇଁ ଆମେ କହିଛୁ। ତତନ୍ତ ହେଲେ ଯେଉଁ ରିପୋର୍ଟ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story