ଜନତା ପରିବାର ଏକାଠି ହେବ! ହାତ ବଢ଼ାଇଲେ ଦେବଗୌଡ଼ା

ଭୁବନେଶ୍ୱର: ଜନତା ପରିବାର ଏକାଠି ହେବ! ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଜେଡିୟୁର ବରିଷ୍ଠ ନେତା ଶରଦ ଯାଦବଙ୍କ ଭେଟଘାଟ ପରେ ଏପରି ସମ୍ଭାବନାର ଚର୍ଚ୍ଚା ଜୋର ଧରିଛି। ଯଦି ଜନତା ପରିବାର ଏକତ୍ର ହୁଅନ୍ତି ତାହାହେଲେ ମୁଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବି ବୋଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡ଼ା ଆଜି କହିଛନ୍ତି। ଏଚ୍‌.ଡି. ଦେବଗୌଡ଼ା କହିଛନ୍ତି,“ଜନତା ପରିବାର ଏକତ୍ରୀକରଣ ନେଇ ଲୋକେ ଚାହିଁଲେଣି। ଉତ୍ତରପ୍ରଦେଶ ନିର୍ବାଚନ […]

menta

menta

Rakesh Mallick
  • Published: Wednesday, 08 March 2017
  • Updated: 08 March 2017, 11:06 PM IST

Sports

Latest News

ଭୁବନେଶ୍ୱର: ଜନତା ପରିବାର ଏକାଠି ହେବ! ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଜେଡିୟୁର ବରିଷ୍ଠ ନେତା ଶରଦ ଯାଦବଙ୍କ ଭେଟଘାଟ ପରେ ଏପରି ସମ୍ଭାବନାର ଚର୍ଚ୍ଚା ଜୋର ଧରିଛି। ଯଦି ଜନତା ପରିବାର ଏକତ୍ର ହୁଅନ୍ତି ତାହାହେଲେ ମୁଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବି ବୋଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡ଼ା ଆଜି କହିଛନ୍ତି।

ଏଚ୍‌.ଡି. ଦେବଗୌଡ଼ା କହିଛନ୍ତି,“ଜନତା ପରିବାର ଏକତ୍ରୀକରଣ ନେଇ ଲୋକେ ଚାହିଁଲେଣି। ଉତ୍ତରପ୍ରଦେଶ ନିର୍ବାଚନ ପରେ ଲୋକେ ଏନେଇ ଅଧିକ ଆଶାବାଦୀ ଅଛନ୍ତି।”

ଜାତୀୟ ରାଜନୀତିରେ ସମାଜବାଦୀ ପାର୍ଟି, ଜନଦା ଦଳସେକୁଲାର, ଜନତା ଦଳ ୟୁନାଇଟେଡ୍‌, ରାଷ୍ଟ୍ରୀୟ ଜନତା ଦଳ, ବିଜୁ ଜନତା ଦଳ ଭିତ ୧୨ଟି ଦଳ ଏକତ୍ର ହେବେ। ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ନୂଆ ସମୀକରଣର ରୂପରେଖ ପ୍ରସ୍ତୁତ ହୋଇପାରେ। ଏହି ଆଲୋଚନାକୁ ସମର୍ଥନ କରିଛି ବିଜେଡି।

ସୂର୍ଯ୍ୟ ପାତ୍ର କହିଛନ୍ତି,“ଜନତା ପରିବାର ଏକତ୍ର ହେବା ଭଲ ପ୍ରସ୍ତାବ। ଓଡ଼ିଶାରେ ନବୀନ, ପଶ୍ଚିମବଙ୍ଗରେ ମମତା ଓ ବିହାରରେ ନୀତିଶ ଜଣେ ଜଣେ ଶକ୍ତି। ଏମାନେ ସମସ୍ତେ ଅଣ କଂଗ୍ରେସ ଓ ଅଣ ବିଜେପି ଏକତ୍ର ହେଲେ କିଛି କା କିଛି କରିପାରିବେ।

ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ବିଜେଡି ଜାତୀୟ ରାଜନୀତିରେ ଗୋଟିଏ ମହତ୍ୱପୂର୍ଣ୍ଣ ଭୂମିକା ନେବ। ଏନେଇ ପ୍ରସ୍ତାବ ଆସିବା ସ୍ୱଭାବିକ। ଠିକ ସମୟରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବେ।”

ବିଜେପି ଧୀରେଧୀରେ ଦେଶର ଏକ ବଡ଼ ଶକ୍ତି ଭାବେ ଉଭା ହେଉଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଅଧିକ ସଫଳତା ମିଳିଛି।

ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି,“ଜନତା ଦଳର ଲମ୍ୱା ଇତିହାସ ରହିଛି। ଯୋଡ଼ି ହେବାର ଇତିହାସ କମ୍ ଭାଙ୍ଗିବାର ବେଶୀ। କେବଳ କ୍ଷମତା ପାଇଁ ସେମାନେ ଲଢ଼ନ୍ତି। ଯଦି ସେମାନେ ମିଶି ହୋଇ ଲଢ଼ବେ ତାକୁ ଆମେ ସ୍ୱାଗତ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story