ଜାପାନିଜ ଏନ୍‌ସେଫାଲାଇଟିସ୍‌ ବ୍ୟାପିବା ଘଟଣା: କାର୍ଯ୍ୟରେ ଅବହେଳା ପାଇଁ ୨ ସ୍ୱାସ୍ଥ୍ୟ କର୍ମୀ ନିଲମ୍ୱିତ

ମାଲକାନଗିରି: ମାଲକାନଗିରିରେ ଜାପାନିଜ ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଜି ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ସିଡିଏମ୍‌ଓ ନିଲମ୍ୱନ କରିଛନ୍ତି। ସେମାନେ ହେଲେ ବଦଲି ଓ ପାଲକୋଣ୍ଡା ଗାଁର ସ୍ୱାସ୍ଥ୍ୟ କର୍ମୀ ସୁବଳ ମିସ୍ତ୍ରୀ ଓ ବିଶ୍ୱନାଥ ପାତ୍ର। ଏଡିଏମ୍‌ଓ କଲ୍ୟାଣ ସରକାର କହିଛନ୍ତି,“କାର୍ଯ୍ୟରେ ଅବହେଳା କରିଥିବାରୁ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଲମ୍ୱିତ କରାଯାଇଛି। ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଆଜି ଆଉ ୨୦ ଜଣ ନୂଆ ରୋଗୀ ଜିଲ୍ଲା […]

admo

admo

Rakesh Mallick
  • Published: Sunday, 09 October 2016
  • Updated: 09 October 2016, 02:15 PM IST

Sports

Latest News

hospitalମାଲକାନଗିରି: ମାଲକାନଗିରିରେ ଜାପାନିଜ ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଜି ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ସିଡିଏମ୍‌ଓ ନିଲମ୍ୱନ କରିଛନ୍ତି। ସେମାନେ ହେଲେ ବଦଲି ଓ ପାଲକୋଣ୍ଡା ଗାଁର ସ୍ୱାସ୍ଥ୍ୟ କର୍ମୀ ସୁବଳ ମିସ୍ତ୍ରୀ ଓ ବିଶ୍ୱନାଥ ପାତ୍ର।

ଏଡିଏମ୍‌ଓ କଲ୍ୟାଣ ସରକାର କହିଛନ୍ତି,“କାର୍ଯ୍ୟରେ ଅବହେଳା କରିଥିବାରୁ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଲମ୍ୱିତ କରାଯାଇଛି। ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଆଜି ଆଉ ୨୦ ଜଣ ନୂଆ ରୋଗୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାକୁ ମିଶାଇ ରୋଗୀ ସଖ୍ୟା ୧୩୭ରେ ପହଞ୍ଚିଛି।  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଘୁଷୁରୀ ଅପସାରଣ, ଫଗିଂ ଓ ଡିଡିଟି ଛିଞ୍ଚା ହେଉଛି। ଯେଉଁ  ସ୍ଥାନରୁ ପୂର୍ବରୁ ୬୦ ମଶା ଧରାଯାଉଥିଲା ଫଗିଂ ହେବା ପରେ ଏବେ ସେଠାରେ ମଶା ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ମଶାକୁ ଫଗିଂ କରି ନିପାତ କରାଯାଉଛି। ତେଣୁ ଏହି ରୋଗ ଖୁବ୍‌ଶୀଘ୍ର କମିବାର ଯଥେଷ୍ଟ ସମ୍ଭାବନା ରହିଛି।”

ଆଜି ସକାଳେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଜଣେ ଶିଶୁ ପୁତ୍ର ଓ କନ୍ୟାର ମୃତ୍ୟୁ ଘଟିଛି। ଫଳରେ ୩୧ ଦିନରେ ମୃତ୍ୟୁ ସଂଖ୍ୟା ୪୪ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story