ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆଉ ଦୁଇ ଶିଶୁଙ୍କ ଜୀବନ ନେଲା, ମୃତ୍ୟୁସଂଖ୍ୟା ୭୨ ଛୁଇଁଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଥମିବାର ନାଁ ଧରୁନି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୫୦ ଦିନରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି। ଆଜି ପ୍ରାଣ ହରାଇଥିବା ଶିଶୁ ଦ୍ୱୟ ହେଲେ ସାରିଆମ ରାମ (୫) ଓ ଚନ୍ଦନ କବାସି (୫)। ସାରିଆମର ଘର ଜିଲ୍ଲାର ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଜିଲେନଗୁଡ଼ା ଗାଁରେ। ଚନ୍ଦନର ଘର କୋରକୋଣ୍ଡା […]

malkangiri1

malkangiri1

Rakesh Mallick
  • Published: Friday, 28 October 2016
  • Updated: 29 October 2016, 08:51 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଥମିବାର ନାଁ ଧରୁନି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୫୦ ଦିନରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି।

ଆଜି ପ୍ରାଣ ହରାଇଥିବା ଶିଶୁ ଦ୍ୱୟ ହେଲେ ସାରିଆମ ରାମ (୫) ଓ ଚନ୍ଦନ କବାସି (୫)। ସାରିଆମର ଘର ଜିଲ୍ଲାର ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଜିଲେନଗୁଡ଼ା ଗାଁରେ। ଚନ୍ଦନର ଘର କୋରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ବଦଲି ଗାଁରେ।

ଗତ ୨୬ ତାରିଖରେ ଏନ୍‌ସେଫାଲାଇଟିସ୍‌ରେ କୋରୁକୋଣ୍ଡା ବ୍ଲକର ଟୁଟୁ ଦୁରୁଆ ଏବଂ କରୁସିବେଡ଼ା ଗାଁର ସନିଆ ରାବାଙ୍କ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story