ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି

ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଜି ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ କାଲିମେଳା ବ୍ଲକ ଗମ୍ପାକୋଣ୍ଡା ଗାଁର ୪ ବର୍ଷର ଶିଶୁ ପୁତ୍ର ମୁନା ଶଗଡ଼ିଆ। ଫଳରେ ମୃତ୍ୟୁ ସଂଖ୍ୟା ୪୩ ଦିନରେ ୬୨କୁ ବୃଦ୍ଧି ପାଇଛି। ମୁନା  ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତା’ର ଆଜି ମୃତ୍ୟୁ ହୋଇଛି। ସେହିପରି ଛତିଶଗଡ଼ର ଗୁଲିକୋଣ୍ଡାରରୁ ଆସି ମାଲିକାନଗିରି ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୩ବର୍ଷର ଶିଶୁ […]

malkangiri

malkangiri

Rakesh Mallick
  • Published: Friday, 21 October 2016
  • Updated: 21 October 2016, 12:06 PM IST

Sports

Latest News

ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଜି ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ କାଲିମେଳା ବ୍ଲକ ଗମ୍ପାକୋଣ୍ଡା ଗାଁର ୪ ବର୍ଷର ଶିଶୁ ପୁତ୍ର ମୁନା ଶଗଡ଼ିଆ। ଫଳରେ ମୃତ୍ୟୁ ସଂଖ୍ୟା ୪୩ ଦିନରେ ୬୨କୁ ବୃଦ୍ଧି ପାଇଛି।

ମୁନା  ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତା’ର ଆଜି ମୃତ୍ୟୁ ହୋଇଛି।

ସେହିପରି ଛତିଶଗଡ଼ର ଗୁଲିକୋଣ୍ଡାରରୁ ଆସି ମାଲିକାନଗିରି ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୩ବର୍ଷର ଶିଶୁ ଭାରତୀ ନାଗ୍‌ଙ୍କର ଆଜି ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ଘଟିଛି।

ଜାପାନୀ ଜ୍ୱରକୁ କିପରି ରୋକାଯିବ ଓଏବଂ କେଉଁ କାରଣରୁ ରୋଗ ବ୍ୟାପିଛି ସେ ନେଇ ଅନୁଧ୍ୟାନ କରିବା ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ୍‌ ମାଲକାନଗିରି ଆସିଛନ୍ତି।  ଏହି ଟିମ୍‌ରେ ଜଏଣ୍ଟ ଡିରେକ୍ଟର କଳ୍ପନା ବରୁଆ, ଏଲଏଚଏମଏଲ କନସଲଟାନ୍ ଡକ୍ଟର ବି.ପାତ୍ର, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଏପିଟୋମଲୋଜି ଡକ୍ଟର ଆକାଶ ଶ୍ରୀବାସ୍ତବ,ଉପ ନିର୍ଦ୍ଦେଶକ ଡକ୍ଟର ମୟୁରରାଣୀ, ସାଇଣ୍ଟିଷ୍ଟ୍‌ ଭାଇରୋଲୋଜି ଡ. ଭଟ୍ଟାଚାର୍ଯ୍ୟ ଓ ଏନସିଡିସି  ଡକ୍ଟର ସୁଷମା ଚୌଧୁରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣିଆ ଟିମ୍‌ ଗତକାଲି ମାଲକାନଗିରିରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story