ଜାପାନିଜ୍‌ ଏନସେଫାଲାଇଟିସ ନିୟନ୍ତ୍ରଣରେ ଅଛି: ଅତନୁ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନସେଫାଲାଇଟିସ ଜ୍ୱର ବ୍ୟାପିବା ଘଟଣା ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, “ଜାପାନିଜ୍‌ ଜ୍ୱରରେ ଗତ ୪୮ ଘଣ୍ଟା ମଧ୍ୟରେ କୌଣସି ଶିଶୁଙ୍କର ମୃତ୍ୟୁ ଘଟିନାହିଁ। ୫୧ ଜଣ ଶିଶୁ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି। ୪୨ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।” ସେ ଆହୁରି କହିଛନ୍ତି,“ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ୬୩ଜଣ ଶିଶୁ ଚିକିତ୍ସା ହେଉଛନ୍ତି। ସ୍ଥିତି ପରଖିବା ପାଇଁ ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଓ ନିର୍ଦ୍ଦେଶକ […]

atanu

atanu

Rakesh Mallick
  • Published: Tuesday, 11 October 2016
  • Updated: 11 October 2016, 02:58 PM IST

Sports

Latest News

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନସେଫାଲାଇଟିସ ଜ୍ୱର ବ୍ୟାପିବା ଘଟଣା ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, “ଜାପାନିଜ୍‌ ଜ୍ୱରରେ ଗତ ୪୮ ଘଣ୍ଟା ମଧ୍ୟରେ କୌଣସି ଶିଶୁଙ୍କର ମୃତ୍ୟୁ ଘଟିନାହିଁ। ୫୧ ଜଣ ଶିଶୁ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି। ୪୨ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।”

ସେ ଆହୁରି କହିଛନ୍ତି,“ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ୬୩ଜଣ ଶିଶୁ ଚିକିତ୍ସା ହେଉଛନ୍ତି। ସ୍ଥିତି ପରଖିବା ପାଇଁ ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଓ ନିର୍ଦ୍ଦେଶକ ସେଠାରେ ଅଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos