ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୫୧ ଛୁଇଁଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରକୋପ କମିବାର ନାଁ ନେଉନାହିଁ। ଆଜି ମାଲକାନଗିରି ଜିଲ୍ଲାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସକାଳେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସାଧୀନ ଥିବା  ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ଦରିଗୁଡ଼ାର ଅମିତ ମାଡ଼କାମୀ (୫)  ଓ ପଡ଼ିଆ ବ୍ଲକ୍‌ କାଟାଙ୍ଗପାଲିର ରେବିକା  ମାଡ଼କାମୀ (୭)। ସେହିପରି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପଡିଆ ବ୍ଲକ ତମାରଗୁଡାର ଶିଶୁକନ୍ୟା ସଂଯୁକ୍ତା କାଡାମଙ୍କ ମୃତ୍ୟୁ […]

malkangiri

malkangiri

Rakesh Mallick
  • Published: Thursday, 13 October 2016
  • Updated: 14 October 2016, 08:22 AM IST

Sports

Latest News

malkangiriମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରକୋପ କମିବାର ନାଁ ନେଉନାହିଁ। ଆଜି ମାଲକାନଗିରି ଜିଲ୍ଲାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସକାଳେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସାଧୀନ ଥିବା  ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ଦରିଗୁଡ଼ାର ଅମିତ ମାଡ଼କାମୀ (୫)  ଓ ପଡ଼ିଆ ବ୍ଲକ୍‌ କାଟାଙ୍ଗପାଲିର ରେବିକା  ମାଡ଼କାମୀ (୭)। ସେହିପରି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପଡିଆ ବ୍ଲକ ତମାରଗୁଡାର ଶିଶୁକନ୍ୟା ସଂଯୁକ୍ତା କାଡାମଙ୍କ ମୃତ୍ୟୁ ଘଟିଛି। ଏହି ୩ ଜଣ ଶିଶୁଙ୍କ ମୃତ୍ୟୁ ପରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ସଂଖ୍ୟା ୩୫ ଦିନରେ ୫୧ରେ ପହଞ୍ଚିଛି।

ଆଜି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଏନ୍‌ସେଫାଲାଇଟିସ୍‌ ପ୍ରଭାବିତ ଗାଁକୁ ଯାଇ ସ୍ଥିତି ସମୀକ୍ଷା  କରିଛନ୍ତି। ସେ କହିଛନ୍ତି,“ ଏନ୍‌ସେଫାଲାଇଟସ୍‌ ମୁକାବିଲା ପାଇଁ ସବୁ ବିଭାଗ ମିଶି କାମ କରୁଛନ୍ତି।  ଘୁଷୁରିମାନଙ୍କୁ ଗାଁରୁ ଦୂର କରାଯାଇ ସେଠାରେ ଫଗିଂ କରାଯାଉଛି। ରାସ୍ତା ନିକଟରେ ଯେଉଁଠି ପାଣି ଜମୁଛି ସେଠାରେ ସଫା ସୁତୁରା କରାଯାଉଛି। ଏହାସହିତ ଶିକ୍ଷକମାନେ ମଧ୍ୟ ଗାଁକୁ ଯାଇ ଏନ୍‌ସେଫାଲାଇଟିସ୍‌ ରୋଗ କେମିତି ବ୍ୟାପୁଛି ଏନେଇ ଲୋକଙ୍କୁ ଜଣାଉଛନ୍ତି।”

ସ୍ୱାସ୍ଥ୍ୟ ସଚିବଙ୍କ ସହ ଯୁଗ୍ମ ସଚିବ, ଜିଲ୍ଲାପାଳ ଓ ସିଡିଏମ୍‌ଓ ମଧ୍ୟ ଉପସ୍ଥିତ ଥିଲେ।

ସେହିପରି ପ୍ରାଣୀ ସମ୍ପଦ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି,“ଏନସେଫାଲାଇଟିସ୍‌ ପ୍ରଭାବିତ ଅଞ୍ଚଳରେ ୮୦ଟି ଏନକ୍ଲୋଜରରେ ଘୁଷୁରି ରଖାଯାଇଛି। ଘୁଷୁରିକୁ ମାରିବା ପ୍ରସଙ୍ଗରେ ଆମେ ବରେଲିରେ ଥିବା ପଶୁ ରୋଗ ଓ ଗବେଷଣା କେନ୍ଦ୍ରକୁ ଜଣାଇଥିଲୁ। ଏହାସହିତ ଘୁଷୁରିଙ୍କ ରକ୍ତ ନମୁନା ଏହି କେନ୍ଦ୍ରକୁ ପଠାଯାଇଥିଲା। ଘୁଷୁରିଙ୍କୁ ଅଲଗା ରଖିବାକୁ ବରେଲି କେନ୍ଦ୍ର ମତ ଦେଇଛି। ମାଲକାନଗିରି ଜିଲ୍ଲାପାଳ ଘୁଷୁରି ନ ମାରିବାକୁ ପ୍ରସ୍ତାବ ଦେଇଛନ୍ତି। ଘୁଷୁରି ମାଲିକଙ୍କ ପାଇଁ ବିକଳ୍ପ ରୋଜଗାରର ବ୍ୟବସ୍ଥା  କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story