ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୫୬ ଛୁଇଁଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରକୋପ କମିବାର ନାଁ ନେଉନାହିଁ। ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ୩ ହେଲେ ପଡ଼ିଆ ବ୍ଲକ୍‌ ବଜାଗୁଡ଼ାର  ରାମେ ମାଢ଼ି (୫), ଲିଦି ମାଢ଼ି ଓ କୋରକଣ୍ଡା ବ୍ଲକ୍‌ ଗୋରାକଣ୍ଡାର ସାଇଲ ମାଡ଼କାମୀ (୧)। ଆଜି ୩ ଜଣ ଶିଶୁଙ୍କ ମୃତ୍ୟୁ ପରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ସଂଖ୍ୟା ୩୭ ଦିନରେ ୫୬ରେ ପହଞ୍ଚିଛି। ଏନ୍‌ସେଫାଲାଇଟିସରେ ଆକ୍ରାନ୍ତ […]

death

death

Rakesh Mallick
  • Published: Saturday, 15 October 2016
  • Updated: 15 October 2016, 11:11 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରକୋପ କମିବାର ନାଁ ନେଉନାହିଁ। ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ୩ ହେଲେ ପଡ଼ିଆ ବ୍ଲକ୍‌ ବଜାଗୁଡ଼ାର  ରାମେ ମାଢ଼ି (୫), ଲିଦି ମାଢ଼ି ଓ କୋରକଣ୍ଡା ବ୍ଲକ୍‌ ଗୋରାକଣ୍ଡାର ସାଇଲ ମାଡ଼କାମୀ (୧)। ଆଜି ୩ ଜଣ ଶିଶୁଙ୍କ ମୃତ୍ୟୁ ପରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ସଂଖ୍ୟା ୩୭ ଦିନରେ ୫୬ରେ ପହଞ୍ଚିଛି।

ଏନ୍‌ସେଫାଲାଇଟିସରେ ଆକ୍ରାନ୍ତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୪୦ ଜଣ ଶିଶୁ ଭର୍ତ୍ତି ହେଉଥିବା ବେଳେ ୬  ଜଣ ଶିଶୁ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସହ  ପରିସ୍ଥିତିର ସମୀକ୍ଷା କରିଛନ୍ତି।

ଏହି ଘାତକ ରୋଗକୁ ନେଇ ରାଜନୈତିକ ତାତି ମଧ୍ୟ ଉଷ୍ମ ହୋଇଛି। ଗତକାଲି ମାଲକାନଗିରିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝି ମୃତ୍ୟୁ ଘଟିଥିବା ଶିଶୁଙ୍କ ମା’ଙ୍କୁ ସାଥୀରେ ନେଇ ମାଲକାନଗିରି ଥାନା ଯାଇଥିଲେ। ଏହି ମା’ମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣ ମନ୍ତ୍ରୀ ଓ ସଚିବଙ୍କ ନାଁରେ ଏତଲା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story