ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ବାକି ୧୬ ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା ଖାଦ୍ୟଶସ୍ୟ ବଣ୍ଟନ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନ୍ତର୍ଗତ ରାଜ୍ୟର ବାକି ୧୬ଟି ଜିଲ୍ଲାରେ ଆଜିଠୁ ସାମଗ୍ରୀ ବଣ୍ଟନ ହେଉଛି। ହିତାଧିକାରୀଙ୍କୁ ମୁଣ୍ଡ ପିଛା ୩ ଟଙ୍କାରେ କିଲେ ଚାଉଳ ଏବଂ ୨ ଟଙ୍କାରେ ଗହମ ଦିଆଯାଉଛି। ଏଥିରେ ପ୍ରାୟ ୫୩ଲକ୍ଷ ୪ହଜାର ୮୭ ପରିବାରକୁ ସାମିଲ କରାଯାଇଛି। ଏହାଦ୍ୱାରା ୨କୋଟି ୨ଲକ୍ଷ ୨୩ହଜାର ୧୦୯ଜଣ ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ପୂର୍ବରୁ ୧୪ଟି ଜିଲ୍ଲାରେ ଏହି ଯୋଜନା […]

rasan-card

rasan-card

Rakesh Mallick
  • Published: Monday, 21 December 2015
  • Updated: 21 December 2015, 02:52 PM IST

Sports

Latest News

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନ୍ତର୍ଗତ ରାଜ୍ୟର ବାକି ୧୬ଟି ଜିଲ୍ଲାରେ ଆଜିଠୁ ସାମଗ୍ରୀ ବଣ୍ଟନ ହେଉଛି। ହିତାଧିକାରୀଙ୍କୁ ମୁଣ୍ଡ ପିଛା ୩ ଟଙ୍କାରେ କିଲେ ଚାଉଳ ଏବଂ ୨ ଟଙ୍କାରେ ଗହମ ଦିଆଯାଉଛି। ଏଥିରେ ପ୍ରାୟ ୫୩ଲକ୍ଷ ୪ହଜାର ୮୭ ପରିବାରକୁ ସାମିଲ କରାଯାଇଛି। ଏହାଦ୍ୱାରା ୨କୋଟି ୨ଲକ୍ଷ ୨୩ହଜାର ୧୦୯ଜଣ ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ପୂର୍ବରୁ ୧୪ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇସାରିଛି।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ରାୟଗଡ଼ାରେ ଦ୍ୱିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯାଉଛି। ଜିଲ୍ଲାରେ ମୋଟ ୨ଲକ୍ଷ ୧୪ହଜାର ୮୮୪ ଜଣ ହିତାଧିକାରୀ ରହିଛନ୍ତି। ଏଥିମଧ୍ୟରୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ୧ଲକ୍ଷ ୮୯ହଜାର ୯୪ ଜଣ ଏବଂ ଅନ୍ତଦ୍ୱୟ ଯୋଜନାରେ ୨୪ ହଜାର ୯୯୦ଜଣ ହିତାଧିକାରୀ ରହିଛନ୍ତି।

ଚାଉଳ ନେବାକୁ ଗତକାଲି କଲ୍ୟାଣସିଂହପୁର ବ୍ଲକ୍ ବୁଡାଗୁଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ଭିଡ ଦେଖିବାକୁ ମିଳିଥିଲା।  ଯେଉଁମାନେ ଏହି ଯୋଜନାରୁ ବାଦ ପଡିଛନ୍ତି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଉପଜିଲ୍ଲାପାଳଙ୍କ କହିବାନୁଯାୟୀ, ଯେଉଁମାନେ ବାଦ ପଡିଛନ୍ତି ତଦନ୍ତ କରାଯାଇ ଶୀଘ୍ର କାର୍ଡ ଯୋଗାଇ ଦିଆଯିବ।

ନୟାଗଡ଼ ଜିଲ୍ଲା ଇଟାମାଟିରେ ହିତାଧିକାରୀ ତାଲିକା ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ ନେଇ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ଜୋରଦାର୍ ଆନ୍ଦୋଳନ ହେବା ଯୋଗୁଁ କାର୍ଡ ବଣ୍ଟା ବନ୍ଦ ରହିଛି। ଫଳରେ ଆଜି ଏଠାରେ ଖାଦ୍ୟଶସ୍ୟ ବି ବଣ୍ଟା ଯାଇପାରିନି। ସମାନ ଅବସ୍ଥା ନୂଆପଡ଼ା ଜିଲ୍ଲାରେ। ଜିଲ୍ଲାର କୋନାବିରା ପଞ୍ଚାୟତରେ ତାଲିକାରୁ ବାଦ୍ ପଡ଼ିଥିବା କିଛି ଲୋକ, ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିଯନ୍ତ୍ରଣ କରିଥିଲା।

ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଏସବୁ ଅଭିଯୋଗର ଶୁଣାଣି ପାଇଁ ରାସନ କାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ ଖୋଲାଯାଇଛି। ସେଠାରେ ଅଭିଯୋଗ କଲେ, ତର୍ଜମା କରାଯାଇ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story