ଜାତୀୟ ପଞ୍ଚାୟତରାଜ ଦିବସରେ ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର: ଆଜି ଜାତୀୟ ପଞ୍ଚାୟତରାଜ ଦିବସ। ଏହି ଅବସରରେ ଝାଡ଼ଖଣ୍ଡ ଜାମସେଦପୁରରେ ଜାତୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ୱୋଧିତ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ସମୃଦ୍ଧ କରିଥିବା ଏବଂ କ୍ଷମତା ବିକେନ୍ଦ୍ରୀକରଣରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଉଲ୍ଲେଖନୀୟ ସଫଳତା ପାଇଥିବା ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡିକୁ ପୁରସ୍କୃତ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ସାଧାରଣତଃ ପଞ୍ଚାୟତିରାଜ ଦିବସ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହୋଇଥାଏ। […]

modi-pm

modi-pm

Rakesh Mallick
  • Published: Sunday, 24 April 2016
  • Updated: 24 April 2016, 02:58 PM IST

Sports

Latest News

ଭୁବନେଶ୍ୱର: ଆଜି ଜାତୀୟ ପଞ୍ଚାୟତରାଜ ଦିବସ। ଏହି ଅବସରରେ ଝାଡ଼ଖଣ୍ଡ ଜାମସେଦପୁରରେ ଜାତୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ୱୋଧିତ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ସମୃଦ୍ଧ କରିଥିବା ଏବଂ କ୍ଷମତା ବିକେନ୍ଦ୍ରୀକରଣରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଉଲ୍ଲେଖନୀୟ ସଫଳତା ପାଇଥିବା ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡିକୁ ପୁରସ୍କୃତ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ସାଧାରଣତଃ ପଞ୍ଚାୟତିରାଜ ଦିବସ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହୋଇଥାଏ। ଜାମସେଦପୁରରେ ଏହାକୁ ଆୟୋଜନ କରାଯାଇ ଆମେ ଜଣାଇବାକୁ ଚାହୁଁଛୁ, ଭାରତ ବହୁତ ବଡ଼। ଭାରତ କହିଲେ ଦିଲ୍ଲୀକୁ ବୁଝାଏ ଧାରଣାରୁ ବାହାରିବା ଦରକାର। ଗାଁର ବିକାଶ ହିଁ ଦେଶର ପ୍ରକୃତ ବିକାଶ।”

ଏହି ସମ୍ମିଳନୀରେ ପ୍ରାୟ ୩ ହଜାର ପଞ୍ଚାୟତ ପ୍ରତିନିଧି ଭାଗ ନେବେ। ଅପରାହ୍ନରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀକୁ ଆକାଶବାଣୀ ଓ ଦୂରଦର୍ଶନ ଜରିଆରେ ପ୍ରସାରଣ କରାଯିବ। ଦେଶର ସବୁ ଗ୍ରାମ ପଞ୍ଚାୟତ ଓ ଗ୍ରାମସଭାକୁ ଟେଲିଭିଜନ୍ ଓ ରେଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପ୍ରସାର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story