ଜୟଲଳିତାଙ୍କ ବିୟୋଗରେ ବିଧାନସଭାରେ ଶୋକ, ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିୟୋଗରେ ଆଜି ବିଧାନସଭାରେ ଶୋକ ପ୍ରକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ସମର୍ଥନ। ବାଚସ୍ପତି ଶୋକବାର୍ତ୍ତା ପାଠ କରିବା ପରେ ୧ ମିନିଟ୍‌ର ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରି ଦେଇଥିଲେ। ଆଜି ଅପରାହ୍ନରେ ଜୟଲଳିତାଙ୍କ ଶେଷକୃତ୍ୟ ସମ୍ପନ୍ନ […]

cm-jaya

cm-jaya

Rakesh Mallick
  • Published: Tuesday, 06 December 2016
  • Updated: 07 December 2016, 07:28 AM IST

Sports

Latest News

cm-jaya1ଭୁବନେଶ୍ୱର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିୟୋଗରେ ଆଜି ବିଧାନସଭାରେ ଶୋକ ପ୍ରକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ସମର୍ଥନ। ବାଚସ୍ପତି ଶୋକବାର୍ତ୍ତା ପାଠ କରିବା ପରେ ୧ ମିନିଟ୍‌ର ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରି ଦେଇଥିଲେ।

ଆଜି ଅପରାହ୍ନରେ ଜୟଲଳିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଏଥିରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଚେନ୍ନାଇ ଯାଇଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି,“ଜୟଲଳିତା ଜଣେ ଜନନେତ୍ରୀ ଥିଲେ। ତାମିଲନାଡୁର ଆଇରନ୍ ଲେଡି ଭାବେ ସେ ପରିଚିତ ଥିଲେ। ତାମିଲନାଡୁ ବିକାଶରେ ତାଙ୍କ ଭୂମିକା ଅତୁଳନୀୟ। ଓଡ଼ିଶାର ସୁଖଦୁଃଖର ଜଣେ ବନ୍ଧୁ ଥିଲେ ଜୟଲଳିତା। ତାଙ୍କ ବିୟୋଗ ଏକ ବୃହତ ଜାତୀୟ କ୍ଷତି।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶୋକ ପ୍ରକାଶ କରିବା ସହ କହିଛନ୍ତି,“ମୁଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରୁଛି। ଜୟଲଳିତା ଜଣେ ଫାଇଟର ଥିଲେ। ତାଙ୍କ ବିୟୋଗ ଦେଶ ପାଇଁ ଏକ ବଡ କ୍ଷତି। ସେ ବିଜୁ ବାବୁଙ୍କ ବହୁତ ପ୍ରିୟ ଥିଲେ। ବିଜୁ ବାବୁଙ୍କ ସହ ତାଙ୍କର ବହୁତ ଘନିଷ୍ଠତା ଥିଲା। ତାଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗକୁ ସେ ଦୃଢତାର ସହ ସମ୍ନା କରିଥିଲେ ଓ ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିଲେ। ତାଙ୍କ ବିୟୋଗ ଜାତୀୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ପୂରଣ କରିଛି।”

ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହ ଦେଓ ଶୋକ ପ୍ରକାଶ କରିବା ସହ କହିଛନ୍ତି,“ଦେଶ ଜଣେ ଜାତୀୟ ନେତାଙ୍କୁ ହରାଇଲା। ମୁଁ ତାଙ୍କ ପରିବାର ଓ ତାମିଲନାଡୁର ଜନତାଙ୍କୁ ସମବେଦନା ଜଣାଉଛି।”

ରାଜ୍ୟପାଳ ଏସ୍‌.ସି ଜମିର ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ସେହିପରି ବିଭିନ୍ନ ଦଳ ପକ୍ଷରୁ ଜୟଲଳିତାଙ୍କ ବିୟୋଗରେ ଶୋକପ୍ରକାଶ କରାଯାଇଛି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି,“ କେବଳ ତାମିଲନାଡୁ ନୁହେଁ ସାରା ଦେଶ ପାଇଁ ଜୟଲଳିତାଙ୍କ ପରଲୋକ ଏକ ଅପୂରଣୀୟ କ୍ଷତି।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ, ମନ୍ତ୍ରୀ ଦେବୀପ୍ରକାଶ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ବିଧାୟକ ଦେବାଶିଷ ନାୟକ ପ୍ରମୁଖ ଜୟଲଳିତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story