ଜୟପୁର: ୭ ମାସର ଶିଶୁକୁ ଚେଙ୍କ

ଜୟପୁର: ଜୟପୁର ବ୍ଲକ ଭାଲୁଗୁଡା ଗ୍ରାମରେ ଜଣେ ୭ ମାସର ଶିଶୁକୁ ଚେଙ୍କ ଦିଆଯାଇଛି। ଶିଶୁର ପେଟ ଓ ନାଭିରେ ଚେଙ୍କ ଦିଆଯିବାରୁ ସେ ଅସୁସ୍ଥ ହୋଇପଡ଼ିଛି। ତାକୁ ଆଜି ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁର ରୋଗ ଭଲ କରିବା ପାଇଁ ପରିବାର ଲୋକେ ଦିଶାରୀ ପାଖକୁ ନେଇଥିଲେ। ସେଠାରେ ଦିଶାରୀ ତାଙ୍କୁ ଚେଙ୍କ ଦେଇଥିଲା। ଫଳରେ ସେ ଅସୁସ୍ଥ ହୋଇପଡ଼ିଥିଲା। ଏ ସମ୍ପର୍କରେ ଡାକ୍ତର ସନ୍ଦୀପ ତ୍ରିପାଠୀ କହିଛନ୍ତି, “ଶିଶୁକୁ ଚେଙ୍କ ଦିଆଯାଇଥିବା […]

jaypur chanka

jaypur chanka

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 09:44 PM IST

Sports

Latest News

jaypur chankaଜୟପୁର: ଜୟପୁର ବ୍ଲକ ଭାଲୁଗୁଡା ଗ୍ରାମରେ ଜଣେ ୭ ମାସର ଶିଶୁକୁ ଚେଙ୍କ ଦିଆଯାଇଛି। ଶିଶୁର ପେଟ ଓ ନାଭିରେ ଚେଙ୍କ ଦିଆଯିବାରୁ ସେ ଅସୁସ୍ଥ ହୋଇପଡ଼ିଛି। ତାକୁ ଆଜି ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶିଶୁର ରୋଗ ଭଲ କରିବା ପାଇଁ ପରିବାର ଲୋକେ ଦିଶାରୀ ପାଖକୁ ନେଇଥିଲେ। ସେଠାରେ ଦିଶାରୀ ତାଙ୍କୁ ଚେଙ୍କ ଦେଇଥିଲା। ଫଳରେ ସେ ଅସୁସ୍ଥ ହୋଇପଡ଼ିଥିଲା।

ଏ ସମ୍ପର୍କରେ ଡାକ୍ତର ସନ୍ଦୀପ ତ୍ରିପାଠୀ କହିଛନ୍ତି, “ଶିଶୁକୁ ଚେଙ୍କ ଦିଆଯାଇଥିବା ସ୍ଥାନ ସଂକ୍ରମଣ ହୋଇଛି। ସେଥିପାଇଁ ତାକୁ ଆବଶ୍ୟକ ଇଞ୍ଜେକ୍‌ସନ୍‌ ଓ ସାଲାଇନ୍‌ ଦିଆଯାଉଛି। ଏବେ ଶିଶୁର ଅବସ୍ଥା ଗୁରୁତର ରହିଛି। ୨ରୁ ୩ ଘଣ୍ଟା ମଧ୍ୟରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଘଟିଲେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos