ଜେଇଇ ଆଡଭାନ୍ସ ସିଟ୍ ବୃଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଜେଇଇ ଆଡଭାନ୍ସ ସିଟ୍ ସଂଖ୍ୟା ୪୦୦୦ ବୃଦ୍ଧି କରାଯାଇଛି। ଆସନ୍ତା ଶିକ୍ଷାବର୍ଷଠାରୁ ଶ୍ରେଷ୍ଠ ୨ଲକ୍ଷ ୨୪ ହଜାର ପରୀକ୍ଷାର୍ଥୀ ରାଙ୍କ ପାଇବେ। ଜଏଣ୍ଟ ଆଡମିଶନ୍‌ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମେ’ ୨୦ରେ ସାରା ଦେଶରେ ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ଆଇଆଇଟି କାନପୁର ଏହାର ପରିଚାଳନା କରିବ। ପୂର୍ବରୁ ୨ଲକ୍ଷ ୨୦ହଜାର ପରୀକ୍ଷାର୍ଥୀଙ୍କୁ ରାଙ୍କ ମିଳୁଥିଲା।

OJEE1

OJEE1

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 05:16 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଜେଇଇ ଆଡଭାନ୍ସ ସିଟ୍ ସଂଖ୍ୟା ୪୦୦୦ ବୃଦ୍ଧି କରାଯାଇଛି। ଆସନ୍ତା ଶିକ୍ଷାବର୍ଷଠାରୁ ଶ୍ରେଷ୍ଠ ୨ଲକ୍ଷ ୨୪ ହଜାର ପରୀକ୍ଷାର୍ଥୀ ରାଙ୍କ ପାଇବେ। ଜଏଣ୍ଟ ଆଡମିଶନ୍‌ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମେ’ ୨୦ରେ ସାରା ଦେଶରେ ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ଆଇଆଇଟି କାନପୁର ଏହାର ପରିଚାଳନା କରିବ। ପୂର୍ବରୁ ୨ଲକ୍ଷ ୨୦ହଜାର ପରୀକ୍ଷାର୍ଥୀଙ୍କୁ ରାଙ୍କ ମିଳୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos