ଝାରସୁଗୁଡାର ଏକ ସ୍ପଞ୍ଜ ଆଇରନ କମ୍ପାନୀରେ ଡି’ ବ୍ରଦର୍ସ ଖଟାଇଛନ୍ତି ୨୦୦ କୋଟି ଟଙ୍କା

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ଗତକାଲି ବିହାର ମୁଙ୍ଗେର ଅଞ୍ଚଳରୁ ଦୁଇ ଭାଇ ଅସ୍ତ୍ରଶସ୍ତ୍ର ଆଣୁଥିବା ଜଣାପଡିଥିବା ବେଳେ ଆଜି ଝାରସୁଗୁଡାର ଏକ ସ୍ପଞ୍ଜ ଆଇରନ କମ୍ପାନୀରେ ୨ଶହ କୋଟି ଟଙ୍କା ଦୁଇ ଭାଇ ଖଟାଇଥିବା ଜଣାପଡିଛି। ଏହାସହ ମୁମ୍ବାଇରେ ଏକ ହୋଟେଲରେ କୋଟି କୋଟି ଟଙ୍କା ଖଟାଇଛନ୍ତି ଦୁଇ ଭାଇ। ୬ଟି ସହରକୁ ଦୁଇ ଭାଇଙ୍କର ନିୟମିତ ଯିବା ଆସିବା ଥିବା ପୋଲିସ ଜେରା ବେଳେ […]

d-brothers

d-brothers

Rakesh Mallick
  • Published: Friday, 05 February 2016
  • Updated: 05 February 2016, 05:54 PM IST

Sports

Latest News

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ଗତକାଲି ବିହାର ମୁଙ୍ଗେର ଅଞ୍ଚଳରୁ ଦୁଇ ଭାଇ ଅସ୍ତ୍ରଶସ୍ତ୍ର ଆଣୁଥିବା ଜଣାପଡିଥିବା ବେଳେ ଆଜି ଝାରସୁଗୁଡାର ଏକ ସ୍ପଞ୍ଜ ଆଇରନ କମ୍ପାନୀରେ ୨ଶହ କୋଟି ଟଙ୍କା ଦୁଇ ଭାଇ ଖଟାଇଥିବା ଜଣାପଡିଛି। ଏହାସହ ମୁମ୍ବାଇରେ ଏକ ହୋଟେଲରେ କୋଟି କୋଟି ଟଙ୍କା ଖଟାଇଛନ୍ତି ଦୁଇ ଭାଇ। ୬ଟି ସହରକୁ ଦୁଇ ଭାଇଙ୍କର ନିୟମିତ ଯିବା ଆସିବା ଥିବା ପୋଲିସ ଜେରା ବେଳେ ସୁରାକ ମିଳିଛି।

ଝାରସୁଗୁଡା ସ୍ପଞ୍ଜ ଆଇରନ କମ୍ପାନୀରେ ୨ଶହ କୋଟି ଟଙ୍କା ଦୁଇଭାଇ ଖଟାଇ ଥିବା ଜେରା ବେଳେ ସୂଚନା ମିଳିଛି। ପୋଲିସ ଏ ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ କରିଛି। ଏହି କମ୍ପାନୀରେ ଡି‘ ବ୍ରଦର୍ସଙ୍କର କିଛି ସହଯୋଗୀ ଅଂଶୀଦାର ମଧ୍ୟ ଅଛନ୍ତି।

ସେହିପରି ଭାଇଜାଗ୍, ଦିଲ୍ଲୀ, ଗୌହାଟି, କୋଲକତା, ଗୋଆ ଓ ମୁମ୍ବାଇକୁ ଏମାନେ ନିୟମିତ ଯିବାଆସିବା କରୁଥିଲେ। କେଉଁ ଉଦ୍ଦେଶ୍ୟରେ ଦୁଇଭାଇ ଏସବୁ ସହରକୁ ବାରମ୍ବାର ଯାଉଥିଲେ ସେ ନେଇ ପୋଲିସ ତଦନ୍ତ ଚଳାଇଛି। ୨୦୦୦ ମସିହାରୁ ବିହାରର ମୁଙ୍ଗେରରୁ ଏମାନେ ବେଆଇନ ଅସ୍ତ୍ରଶସ୍ତ୍ର ଆଣୁଥିଲେ। ଜଣେ ପୂର୍ବତନ ବିଧାୟକଙ୍କ ଲିଙ୍କରେ ଏସବୁ ଅସ୍ତ୍ରଶସ୍ତ୍ର ଆସୁଥିଲା। ସେହିପରି ଏମାନେ ଦୁଇଟି ଜାଲ ପାସ୍‌ପୋର୍ଟ ମଧ୍ୟ ହେତେଇବାକୁ ସଫଳ ହୋଇଥିବା ଜେରା ବେଳେ ଜଣାପଡିଛି। ଭୁବନେଶ୍ୱର ପୋଖରୀପୁଟର ଯେଉଁ ଘରୁ ଦୁଇ ଭାଇ ଗିରଫ ହୋଇଥିଲେ ତାହା ଭୋଲା ଭଗତ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଭଡା ନିଆଯାଇଥିଲା। ଭୋଳା ଡି’ ବ୍ରଦର୍ସଙ୍କର ବିଜିନେସ୍ ପାଟନର ଥିବା ପୋଲିସ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story