ରିଓ ଅଲିମ୍ପିକ୍‌: ଭାରତୀୟ ଦଳରେ ସ୍ଥାନ ପାଇଲେନି ଜଉନା

ଭୁବନେଶ୍ୱର: ବ୍ରାଜିଲର ରିଓ ଡି ଜେନେରିଓରେ ଅଗଷ୍ଟ ୫ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍‌ରେ ଓଡ଼ିଶାରୁ ଭାଗ ନେବେ ୬ ଓଡ଼ିଆ କ୍ରୀଡାବିତ୍‌। ହେଲେ ଏହି କ୍ରୀଡ଼ା ମହାକୁମ୍ଭରୁ ରାଜନୀତିର ଶିକାର ହୋଇ ୪ ଗୁଣା ୪୦୦ମିଟର ରିଲେରୁ ବାଦ ପଡିଛନ୍ତି ଓଡ଼ିଆ ଆଥ୍‌ଲେଟ୍‌ ଜଉନା ମୁର୍ମୁ। ଅଲିମ୍ପିକ୍‌ ପାଇଁ ଚୂଡାନ୍ତ ଆଥ୍‌ଲେଟ ଦଳ ଘୋଷଣା ହୋଇ ନ ଥିଲେ ମଧ୍ୟ ଚକ୍ରାନ୍ତର ଶିକାର ହୋଇ ତାଙ୍କୁ କ୍ୟାମ୍ପରୁ ବାଦ୍‌ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। […]

6Jauna-Murmu-1

6Jauna-Murmu-1

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 09:26 PM IST

Sports

Latest News

OR photo-jouna-murmuଭୁବନେଶ୍ୱର: ବ୍ରାଜିଲର ରିଓ ଡି ଜେନେରିଓରେ ଅଗଷ୍ଟ ୫ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍‌ରେ ଓଡ଼ିଶାରୁ ଭାଗ ନେବେ ୬ ଓଡ଼ିଆ କ୍ରୀଡାବିତ୍‌। ହେଲେ ଏହି କ୍ରୀଡ଼ା ମହାକୁମ୍ଭରୁ ରାଜନୀତିର ଶିକାର ହୋଇ ୪ ଗୁଣା ୪୦୦ମିଟର ରିଲେରୁ ବାଦ ପଡିଛନ୍ତି ଓଡ଼ିଆ ଆଥ୍‌ଲେଟ୍‌ ଜଉନା ମୁର୍ମୁ। ଅଲିମ୍ପିକ୍‌ ପାଇଁ ଚୂଡାନ୍ତ ଆଥ୍‌ଲେଟ ଦଳ ଘୋଷଣା ହୋଇ ନ ଥିଲେ ମଧ୍ୟ ଚକ୍ରାନ୍ତର ଶିକାର ହୋଇ ତାଙ୍କୁ କ୍ୟାମ୍ପରୁ ବାଦ୍‌ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ବାଦ୍‌ ପରେ କ୍ୟାମ୍ପ ଛାଡିବାକୁ କୁହାଯିବାରୁ ସେ ଆଜି ଘରକୁ ଫେରିଛନ୍ତି।

ଜଉନା କହିଛନ୍ତି,“ରିଓ ଅଲିମ୍ପିକ୍‌ ପାଇଁ ମତେ ମନୋନୀତ କରାଯାଇଥିଲା। ୪ ଗୁଣା ୪୦୦ ମିଟର ରିଲେ ମୁଁ ଯୋଗ୍ୟତା ଅର୍ଜନ କରିଥିଲି। ସୁଦୂର ପୋଲାଣ୍ଡ ଓ ତୁର୍କୀରେ ମୁଁ କଠିନ ପରିଶ୍ରମ କରି ଏହି ଯୋଗ୍ୟତା ଅର୍ଜନ କରିଥିଲି। ସେଠାରୁ ଆମେ ହାଇଦ୍ରାବାଦକୁ ଆସିଥିଲୁ। ସେଠାରେ ମୁଁ ମଧ୍ୟ ଟିମ୍‌ରେ ଥିଲି। ସେଠାରୁ ବେଙ୍ଗାଲୁରୁକୁ ଗଲି। ସେଠାରେ ମଧ୍ୟ ମୁଁ ଭାରତୀୟ ଦଳରେ ଥିଲି। ଭାରତୀୟ ଦଳ ସିଲେକ୍ସନ କେବେ ହେଲା ଆଉ ମୁଁ କେବେ ଅଯୋଗ୍ୟ ହେଲି ଏପର୍ଯ୍ୟନ୍ତ ଜାଣିପାରୁ ନାହିଁ। ମୁଁ ଓଡ଼ିଶା ସରକାରଙ୍କୁ ଦରଖାସ୍ତ କରୁଛି କି ସେ ହସ୍ତକ୍ଷେପ କରନ୍ତୁ।”

ଜଉନାଙ୍କ ଅଭିଯୋଗ ପରେ ଭାରତୀୟ ଆଥ୍‌ଲେଟିକ୍‌ ମହାସଂଘ (ଏଏଫ୍‌ଆଇ)ର ଫରେନ୍‌ ଏକ୍ସପର୍ଟ ରାଧାକ୍ରୀଷ୍ଣନ୍‌ ନାୟାର କହିଛନ୍ତି,“ଆମର ଯେଉଁ ମନୋନୟନ ପ୍ରକ୍ରିୟା ଅଛି, ଏହା ଉପରେ ବହୁତ ବଡ ବଡ ଲୋକ ଅଛନ୍ତି। ଆମେ ତାଙ୍କ ତଳେ ଜଣେ ଜଣେ ସାଧାରଣ କର୍ମଚାରୀ ଭାବେ କାର୍ଯ୍ୟ କରୁଛୁ। ଆମର କୌଣସି ନିଷ୍ପତ୍ତି ନେବାର କ୍ଷମତା ନାହିଁ।”

ଗତ ୧୦ ତାରିଖରେ ଭାରତୀୟ ମହିଳା ୪ଗୁଣା ୪୦୦ ରିଲେ ଦଳରେ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଟିମ୍‌କୁ ଏହି ସଫଳତା ଆଣିବାରେ ଜଉନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିଛି ବର୍ଷ ହେବ ସେ ନିୟମିତ ଭାବେ ଟିମ୍‌ର ପ୍ରତିନିଧିତ୍ୱ କରୁଥିଲେ। ସ୍କୋଭାକିଆରେ ସ୍ୱର୍ଣ୍ଣ ବିଜୟନୀ ଭାରତୀୟ ମହିଳା ରିଲେ ଟିମ୍‌ର ପ୍ରମୁଖ ସଦସ୍ୟ ଥିଲେ ଜଉନା। ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ହୋଇଥିବା କ୍ୟାମ୍ପରେ ମଧ୍ୟ ସେ ସାମିଲ ହୋଇଥିଲେ। ତେଣୁ ଜଉନା ଅଲିମ୍ପିକ୍‌ ଖେଳିବା ଆଶା ରଖିଥିଲେ। ଭାରତୀୟ ଆଥ୍‌ଲେଟିକ୍‌ ମହାସଂଘ ବିଧିବଦ୍ଧ ଭାବେ ଆଥ୍‌ଲେଟିକ୍‌ ଦଳ ଘୋଷଣା କରି ନ ଥିଲେ ମଧ୍ୟ ମିଳି ଥିବା ସୂଚନା ମୁତାବକ ଜଉନାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। କେଉଁ ଆଧାରରେ ତାଙ୍କୁ ଦଳରୁ ବାଦ୍‌ ଦିଆଗଲା ସେନେଇ ଭାରତୀୟ ଆଥ୍‌ଲେଟିକ୍‌ ମହାସଂଘ କୌଣସି ନିଦ୍ଧିଷ୍ଟ କାରଣ ଦେଇ ପାରିନାହାନ୍ତି। ଏନେଇ ସେ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story