ରାଜନୀତିରେ ସାଲିସ୍‌: ଜିଲ୍ଲା ହାତେଇବାକୁ ଶତ୍ରୁର ହାତ ଧରିପାରନ୍ତି ଶତ୍ରୁ

ଭୁବନେଶ୍ୱର: ସୁନ୍ଦରଗଡ଼ରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ଓପନ ପଲିସିରେ କଥାବାର୍ତ୍ତା ଚାଲିଛି। ଆମକୁ ଯିଏ ସମର୍ଥନ କରିବ ସେହି ଦଳକୁ ଉପାଧ୍ୟକ୍ଷ ପଦ ମିଳିବ ବୋଲି ଆଜି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। କଂଗ୍ରେସ ସହ ବୁଝାମଣା ନେଇ ସେ କହିଛନ୍ତି,“ରାଜନୀତିରେ କିଛି ବି ସମ୍ଭବ। ବିଜେଡି ଭିତରେ ୩ଟି ଫାଟ ରହିଛି। ତେଣୁ ଆମକୁ ସେମାନେ ସମର୍ଥନ କରିପାରନ୍ତି। ଏଥିସହ ୧୧ରୁ ୧୨ ଜିଲ୍ଲାପରିଷଦ ଓ ପ୍ରାୟ ୧୦୦ […]

jual oram

jual oram

Rakesh Mallick
  • Published: Friday, 10 March 2017
  • Updated: 10 March 2017, 06:51 PM IST

Sports

Latest News

ଭୁବନେଶ୍ୱର: ସୁନ୍ଦରଗଡ଼ରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ଓପନ ପଲିସିରେ କଥାବାର୍ତ୍ତା ଚାଲିଛି। ଆମକୁ ଯିଏ ସମର୍ଥନ କରିବ ସେହି ଦଳକୁ ଉପାଧ୍ୟକ୍ଷ ପଦ ମିଳିବ ବୋଲି ଆଜି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି।

କଂଗ୍ରେସ ସହ ବୁଝାମଣା ନେଇ ସେ କହିଛନ୍ତି,“ରାଜନୀତିରେ କିଛି ବି ସମ୍ଭବ। ବିଜେଡି ଭିତରେ ୩ଟି ଫାଟ ରହିଛି। ତେଣୁ ଆମକୁ ସେମାନେ ସମର୍ଥନ କରିପାରନ୍ତି। ଏଥିସହ ୧୧ରୁ ୧୨ ଜିଲ୍ଲାପରିଷଦ ଓ ପ୍ରାୟ ୧୦୦ ବ୍ଲକ ଅଧ୍ୟକ୍ଷ ପଦ ବିଜେପି ଦଖଲ କରିବ।”

ସେ ଆହୁରି କହିଛନ୍ତି,“ଉପକୂଳ ସହ ୫ରୁ ୬ଟି ଜିଲ୍ଲାରେ ବିଜେଡି ନେତାଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ରହିଛି। ଦଳ ଭାଙ୍ଗିଯିବା ଆଶଙ୍କାରେ ଆଇନ୍‌ର ରାତି ଅଧିଆ ସଂଶୋଧନ କରାଯାଇଛି।”

ଏହାର ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି,“ବିଜେପି ଘୋଡ଼ା ବେପାର କରିବାକୁ ଚାହୁଥିଲା। ଦଳ ଅଦଳ ବଦଳ ଆଇନ ଲାଗୁ ହେବା ପରେ ସେମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଯଦି ଆଗରୁ ସେମାନେ ଭାବିଥିବେ ତାହାହେଲେ ସେମାନେ କ୍ଷତିଗ୍ରସ୍ତ ହେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story