ଯୁକ୍ତଦୁଇ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଆସନ୍ତା ଫେବୃୟାରୀ ମାସ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହାକୁ ନେଇ ଶିକ୍ଷା କ୍ଷେତ୍ରରେ ବଡ଼ ସମସ୍ୟା ଦେଖା ଦେଇଛି। ଫେବୃୟାରୀ ୨୮ ତାରିଖରେ ମାଟ୍ରିକ୍ ପରୀକ୍ଷା ହେବା ନେଇ ଆଜି ଘୋଷଣା ହୋଇଥିବା ବେଳେ ଯୁକ୍ତଦୁଇ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁକ୍ତଦୁଇ ପରୀକ୍ଷା ଘୁଞ୍ଚିବାର ସମ୍ଭାବନା ରହିଛି। ଯୁକ୍ତଦୁଇ ପରୀକ୍ଷା ଘୁଞ୍ଚିଲେ ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ କରିଛନ୍ତି ସିଏଚ୍‌ଏସ୍‌ଇ […]

chse

chse

Rakesh Mallick
  • Published: Wednesday, 19 October 2016
  • Updated: 19 October 2016, 04:16 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ଫେବୃୟାରୀ ମାସ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହାକୁ ନେଇ ଶିକ୍ଷା କ୍ଷେତ୍ରରେ ବଡ଼ ସମସ୍ୟା ଦେଖା ଦେଇଛି। ଫେବୃୟାରୀ ୨୮ ତାରିଖରେ ମାଟ୍ରିକ୍ ପରୀକ୍ଷା ହେବା ନେଇ ଆଜି ଘୋଷଣା ହୋଇଥିବା ବେଳେ ଯୁକ୍ତଦୁଇ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁକ୍ତଦୁଇ ପରୀକ୍ଷା ଘୁଞ୍ଚିବାର ସମ୍ଭାବନା ରହିଛି। ଯୁକ୍ତଦୁଇ ପରୀକ୍ଷା ଘୁଞ୍ଚିଲେ ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ କରିଛନ୍ତି ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ। ପରୀକ୍ଷା ଘୁଞ୍ଚିଲେ ଫଳ ପ୍ରକାଶରେ ବିଳମ୍ବ ହେବ। ଏହାଦ୍ୱାରା ଇଂଜିନିୟରିଂ, ମେଡିକାଲ, ଆଇଆଇଟି ଓ ଏନ୍‌ଆଇଟି ଭଳି ସର୍ବଭାରତୀୟ ପାଠ୍ୟକ୍ରମରେ ନାମଲେଖା ପାଇଁ ପିଲାମାନେ ସମସ୍ୟାର ସମ୍ମୁଖୀନ ହେବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସହ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଆଲୋଚନା କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଯୁକ୍ତଦୁଇ ପରୀକ୍ଷା ହେବା ନେଇ ପଦକ୍ଷେପ ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story