ଜଷ୍ଟିସ ଦୀପକ ମିଶ୍ର ହେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

କଟକ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ ଦୀପକ ମିଶ୍ର। ତୃତୀୟ ଓଡ଼ିଆ ଭାବେ ଏହି ସମ୍ମାନଜନକ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି ଜଷ୍ଟିସ ମିଶ୍ର। ଏହା ପୂର୍ବରୁ ଦୁଇ ଜଣ ଓଡ଼ିଆ ଜଷ୍ଟିସ ରଙ୍ଗନାଥ ମିଶ୍ର ଏବଂ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଦେଶର ପ୍ରଧାନ ବିଚାରପତି ହେବାର ଗୌରବ ଅର୍ଜନ କରିଛନ୍ତି। ତେବେ ଜଷ୍ଟିସ ଦୀପକ ମିଶ୍ର ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ପୁତୁରା। ଆସନ୍ତା ମାସ […]

dipak mishra

dipak mishra

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 08:41 AM IST

Sports

Latest News

କଟକ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ ଦୀପକ ମିଶ୍ର। ତୃତୀୟ ଓଡ଼ିଆ ଭାବେ ଏହି ସମ୍ମାନଜନକ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି ଜଷ୍ଟିସ ମିଶ୍ର। ଏହା ପୂର୍ବରୁ ଦୁଇ ଜଣ ଓଡ଼ିଆ ଜଷ୍ଟିସ ରଙ୍ଗନାଥ ମିଶ୍ର ଏବଂ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଦେଶର ପ୍ରଧାନ ବିଚାରପତି ହେବାର ଗୌରବ ଅର୍ଜନ କରିଛନ୍ତି।

ତେବେ ଜଷ୍ଟିସ ଦୀପକ ମିଶ୍ର ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ପୁତୁରା।

ଆସନ୍ତା ମାସ ୨୭ ତାରିଖରେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ କେ.ଏସ୍.ଖେହରଙ୍କ କାର୍ଯ୍ୟକାଳ ସରୁଥିବାରୁ ତାଙ୍କ ସ୍ଥାନରେ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଦୀପକ ମିଶ୍ରଙ୍କ ନାଁକୁ ସୁପାରିଶ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story