ଯୋଜନା କାର୍ଯ୍ୟକାରୀତାରେ ଶ୍ରେଷ୍ଠ ଜିଲ୍ଲାକୁ ମିଳିବ ପ୍ରୋତ୍ସାହନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯୋଜନା କାର୍ଯ୍ୟକାରୀତାରେ ଶ୍ରେଷ୍ଠ ଜିଲ୍ଲା ପାଇଁ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ଭୁବନେଶ୍ୱରରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଅନୁସାରେ ଗ୍ରାମୀଣ ପକ୍କାଘର ଯୋଜନା ପାଇଁ ଶ୍ରେଷ୍ଠ ଜିଲ୍ଲାକୁ ୧ କୋଟି ଟଙ୍କା ମିଳିବା ସହ ଶ୍ରେଷ୍ଠ ମଡେଲ ପଞ୍ଚାୟତ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ବିପିଏଲ୍‌ ଘରକୁ ବିଦ୍ୟୁତିକରଣ କରିବାରେ ଶ୍ରେଷ୍ଠ […]

cm

cm

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 01:05 PM IST

Sports

Latest News

ଭୁବନେଶ୍ୱର: ଯୋଜନା କାର୍ଯ୍ୟକାରୀତାରେ ଶ୍ରେଷ୍ଠ ଜିଲ୍ଲା ପାଇଁ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ଭୁବନେଶ୍ୱରରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଅନୁସାରେ ଗ୍ରାମୀଣ ପକ୍କାଘର ଯୋଜନା ପାଇଁ ଶ୍ରେଷ୍ଠ ଜିଲ୍ଲାକୁ ୧ କୋଟି ଟଙ୍କା ମିଳିବା ସହ ଶ୍ରେଷ୍ଠ ମଡେଲ ପଞ୍ଚାୟତ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ବିପିଏଲ୍‌ ଘରକୁ ବିଦ୍ୟୁତିକରଣ କରିବାରେ ଶ୍ରେଷ୍ଠ ଜିଲ୍ଲାକୁ ୧ କୋଟି ଏବଂ ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ୧ କୋଟି ଟଙ୍କା ଘୋଷଣା ହୋଇଛି। ଦକ୍ଷତା ବିକାଶ ଓ ନିଯୁକ୍ତି ସୃଷ୍ଟି ପାଇଁ ୧କୋଟି ଏବଂ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପାଇଁ ଶ୍ରେଷ୍ଠ ଘୋଷିତ ଜିଲ୍ଲାକୁ ୧ କୋଟି ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ଲୋକଙ୍କ ବିକାଶ ଲାଗି  କାମ କରିବାକୁ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦିତା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଆଜି ଜିଲ୍ଲାପାଳ ସମ୍ମିଳନୀରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି। ଅଧିବେଶନର ଶେଷ ଭାଗରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ବିଭିନ୍ନ ଜିଲ୍ଲାର ଏପିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story