କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତରେ ମାଓବାଦୀ-ପୋଲିସ୍ ଗୁଳିବିନିମୟ, ୩ ମହିଳା ମାଓବାଦୀ ମୃତ

କଳାହାଣ୍ଡି: କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଅଞ୍ଚଳରେ ମାଓବାଦୀ-ପୋଲିସ ଗୁଳି ବିନିମୟ ଘଟିଛି। ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତ ମାଓବାଦୀ ମହିଳା ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ୨ଟି ଥ୍ରି ନଟ୍‌ ଥ୍ରି ଓ ଗୋଟିଏ ୯ଏମଏମ ପିସ୍ତଲ୍ ଜବତ କରାଯାଇଛି। ଗୁଳିକାଣ୍ଡ ପରେ ଅଞ୍ଚଳରେ ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।