ପୁଣି ଭାରରେ ବୁହା ହେଲେ ପ୍ରସୂତୀ

ଭବାନୀପାଟଣା: ପୁଣି ଭାରରେ ବୁହାହେଲେ ପ୍ରସୂତୀ। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ଘଟିଛି। ଆଜି ସକାଳେ ତ୍ରିଲୋଚନପୁର ପଞ୍ଚାୟତ କାଂସବୁଣ୍ଡେଲ ଗାଁର ଶ୍ୟାମ ମାଝୀଙ୍କ ପତ୍ନୀ ସିଙ୍ଗାରୀଙ୍କ ଗର୍ଭଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ସଙ୍ଗେସଙ୍ଗେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ନିର୍ଦ୍ଧାରିତ ସମୟରେ ଆମ୍ୱୁଲାନ୍ସ ମଧ୍ୟ ପହଞ୍ଚି ଥିଲା। ମାତ୍ର ରାସ୍ତା ଉପରେ ଗଛ ପଡିଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା। ଫଳରେ ପରିବାର ଲୋକେ ଭାରରେ ଗର୍ଭବତୀଙ୍କୁ ଦୀର୍ଘ ୧୬ କିଲୋମିଟର ଅଣିଥିଲେ। ରାସ୍ତାରେ […]

pregnant

pregnant

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 08:38 PM IST

Sports

Latest News

ଭବାନୀପାଟଣା: ପୁଣି ଭାରରେ ବୁହାହେଲେ ପ୍ରସୂତୀ। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ଘଟିଛି। ଆଜି ସକାଳେ ତ୍ରିଲୋଚନପୁର ପଞ୍ଚାୟତ କାଂସବୁଣ୍ଡେଲ ଗାଁର ଶ୍ୟାମ ମାଝୀଙ୍କ ପତ୍ନୀ ସିଙ୍ଗାରୀଙ୍କ ଗର୍ଭଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ସଙ୍ଗେସଙ୍ଗେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ନିର୍ଦ୍ଧାରିତ ସମୟରେ ଆମ୍ୱୁଲାନ୍ସ ମଧ୍ୟ ପହଞ୍ଚି ଥିଲା। ମାତ୍ର ରାସ୍ତା ଉପରେ ଗଛ ପଡିଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା। ଫଳରେ ପରିବାର ଲୋକେ ଭାରରେ ଗର୍ଭବତୀଙ୍କୁ ଦୀର୍ଘ ୧୬ କିଲୋମିଟର ଅଣିଥିଲେ। ରାସ୍ତାରେ ନାଳ ପଡ଼ିଛି। ନାଳରେ ପ୍ରବଳ ବେଗରେ ପାଣି ଯାଉଛି। ଜୀବନକୁ ବିପଦରେ ପକାଇ ଯୁବକମାନେ ଭାରରେ ଗର୍ଭବତୀଙ୍କୁ ପାର୍‌ କରୁଥିବା ଦେଖିବାକୁ ମିଳିଛି। ଛତିଘାଟିରୁ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ଲାଞ୍ଜିଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ସିଙ୍ଗାରୀ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story