କଲମା ବ୍ୟାରେଜରୁ ଜଳ ବନ୍ଦ ପ୍ରସଙ୍ଗ: ଆବଶ୍ୟକ ପଡିଲେ କୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ କଲମା ବ୍ୟାରେଜରୁ ଛତିଶଗଡ଼ ସରକାର ଜଳ ଛାଡିବା ବନ୍ଦ କରିବା ପରେ ଏହା ବିବାଦୀୟ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମଣ ସିଂହଙ୍କୁ ଗତକାଲି ଚିଠି ଲେଖିବା ପରେ ଏହାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ଆବଶ୍ୟକ ପଡିଲେ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ବିଜେଡି କହିଥିବା ବେଳେ ପିଇବା ପାଣି ଓ ଜଳସେଚନକୁ ନେଇ କୌଣସି ସାଲିସ୍‌ କରାଯିବ ନାହିଁ ବୋଲି ବିଜେପି କହିଛି। […]

kalama

kalama

Rakesh Mallick
  • Published: Sunday, 04 June 2017
  • Updated: 04 June 2017, 06:59 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ କଲମା ବ୍ୟାରେଜରୁ ଛତିଶଗଡ଼ ସରକାର ଜଳ ଛାଡିବା ବନ୍ଦ କରିବା ପରେ ଏହା ବିବାଦୀୟ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମଣ ସିଂହଙ୍କୁ ଗତକାଲି ଚିଠି ଲେଖିବା ପରେ ଏହାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ଆବଶ୍ୟକ ପଡିଲେ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ବିଜେଡି କହିଥିବା ବେଳେ ପିଇବା ପାଣି ଓ ଜଳସେଚନକୁ ନେଇ କୌଣସି ସାଲିସ୍‌ କରାଯିବ ନାହିଁ ବୋଲି ବିଜେପି କହିଛି।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ ମହାନଦୀ ଉପରମୁଣ୍ଡରେ କଲମା ବ୍ୟାରେଜରୁ ଜଳ ଛାଡ଼ିବା ନେଇ ଛତିଶଗଡ଼ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିଛନ୍ତି ରାଜ୍ୟ ସରକାର। ଦାବି ଅନୁସାରେ ଜଳ ନ ଛଡାଗଲେ ରାଜ୍ୟ ସରକାର କେନ୍ଦ୍ର ଓ ସିଡବ୍ଲ୍ୟୁସିର ଦୃଷ୍ଟି ଆକର୍ଷଣ କରିବେ। ଆବଶ୍ୟକ ପଡିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ।”

ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ଏନେଇ କେନ୍ଦ୍ର ଓ ଛତିଶଗଡ଼ ସରକାର, ଏବଂ ସିଡବ୍ଲ୍ୟୁସିର ଦୃଷ୍ଟି ଆକର୍ଷଣ କରାଯିବ। ପିଇବା ପାଣି ଓ ଜଳସେଚନ କ୍ଷେତ୍ରରେ ସାଲିସ୍ କରାଯିବନି।”

ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିବାକୁ ଯାଇ କହିଛନ୍ତି,“ଏହା ଓଡ଼ିଶା ପାଇଁ ମହାବିପତ୍ତି। ଭବିଷ୍ୟତରେ ସ୍ଥିତି ଆହୁରି ଜଟିଳ ହେବ। କେନ୍ଦ୍ର ଏ ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେଉ। ରାଜ୍ୟ ୨୦୦୬ରୁ ବିରୋଧ କରିବାର ଥିଲା। ଏବେ କଲେ କ’ଣ ହେବ ?”

ଗତକାଲି କଲମା ବ୍ୟାରେଜ୍ ଗେଟ୍ ବନ୍ଦ କରିବା ନେଇ ରମଣ ସିଂହଙ୍କୁ ଚିଠି ଲେଖିଥିଲେ ନବୀନ। ବ୍ୟାରେଜ୍‌ର ଗେଟ୍ ବନ୍ଦ କରାଯିବା ଦ୍ୱାରା ଓଡ଼ିଶାକୁ ଜଳ ପ୍ରବାହ କମିଛି। ଏହାଦ୍ୱାରା ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଓ ଅନ୍ୟାନ୍ୟ ଜିଲ୍ଲାରେ ଉତ୍କଟ ଜଳସଂକଟ ସୃଷ୍ଟି ହୋଇଥିବା ନବୀନ ଚିଠିରେ ଉଲ୍ଲେଖ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story