ନିୟମଗିରିରେ ‌ଏନକାଉଣ୍ଟର: ଜଣେ ମାଓବାଦୀ ମୃତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

କଲ୍ୟାଣସିଂହପୁର: କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ନିୟମଗିରି ଜଙ୍ଗଲରେ ଶନିବାର ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ  ଗୁରୁତର ଆହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରୁ ଦୁଇଟି ୯ ଏମ୍‌ଏମ୍ ପିସ୍ତଲ, ଗୋଟିଏ ବନ୍ଧୁକ, ବିପୁଳ ବିସ୍ଫୋରକ ଓ ମାଓ କ୍ୟାମ୍ପ୍  ସାମଗ୍ରୀ ପୋଲିସ୍ ଜବତ କରାଯାଇଛି। ରାୟଗଡ଼ା ଏସ୍‌ପି ଶିବା ସୁବ୍ରମଣିଙ୍କ ନେତୃତ୍ୱରେ ଏହି  ଅପରେସନ୍ କରାଯାଇଥିଲା। ଏ ନେଇ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଆଇଜି ଏସ୍‌. […]

one moabadidead

one moabadidead

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 03:04 PM IST

Sports

Latest News

କଲ୍ୟାଣସିଂହପୁର: କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ନିୟମଗିରି ଜଙ୍ଗଲରେ ଶନିବାର ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ  ଗୁରୁତର ଆହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରୁ ଦୁଇଟି ୯ ଏମ୍‌ଏମ୍ ପିସ୍ତଲ, ଗୋଟିଏ ବନ୍ଧୁକ, ବିପୁଳ ବିସ୍ଫୋରକ ଓ ମାଓ କ୍ୟାମ୍ପ୍  ସାମଗ୍ରୀ ପୋଲିସ୍ ଜବତ କରାଯାଇଛି।mao1

ରାୟଗଡ଼ା ଏସ୍‌ପି ଶିବା ସୁବ୍ରମଣିଙ୍କ ନେତୃତ୍ୱରେ ଏହି  ଅପରେସନ୍ କରାଯାଇଥିଲା। ଏ ନେଇ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଆଇଜି ଏସ୍‌. ସାଇନି କହିଛନ୍ତି, “ନିୟମଗିରିରେ ମାଓବାଦୀ ଉପସ୍ଥିତି ଖବର ପାଇ ଗତକାଲି ରାୟଗଡା ଏସପି ଫୋର୍ସ ସହ ଭୋର ସାଢେ ୪ଟାରୁ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଅପରେସନ ବେଳେ ନିୟମଗିରିରେ ମାଓକ୍ୟାମ୍ପ ଠାବ କରାଯାଇଥିଲା। ସେଠାରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ମାଓବଦାଙ୍କ ମୃତ୍ୟୁ ଘଟିଥିବା ବେଳେ କ୍ୟାମ୍ପରୁ ଗୋଟିଏ ପିସ୍ତଲ୍, ୨ଟି ରିଭରଭଲ, ୧ଟି ଏସବିବିଏଲ ୧୨ ବୋର ଅସ୍ତ୍ର, ୨ଟି ୱେରଲେସ୍‌ ସହ ଏକ ୱେରଲେସ ସ୍କାନର, ୭ଟି ଏସଏଲଆର ମାଗାଜିନ୍, ୧ଟି ଗ୍ରେନେଡ୍, ୨ଟି ଟଫିନ୍ ବମ୍‌, ରେଡିଓ, ଅଟୋମେଟେଡ୍ ପିସ୍ତଲ, ବିପୁଳ ପାରିମାଣରେ ମାଓ ପୁସ୍ତିକା ଓ ପୋଷାକ ଜବତ ହୋଇଛି। କ୍ୟାମ୍ପରେ ୪୦ରୁ ଅଧିକ ମାଓବାଦୀ ଥିଲେ। ମୃତ ମାଓବାଦୀଙ୍କ ପରିଚୟ ପାଇଁ ଫଟୋକୁ ଆନ୍ଧ୍ରପ୍ରଦେଶ, ଛତିଶଗଡର ବିଭିନ୍ନ ପୋଲିସ ଷ୍ଟେସନକୁ ପଠାଯାଇଛି”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story