କଳସ ମୁଣ୍ଡାଇବା ମହିଳାଙ୍କ କାମ, ପୁରୁଷ କାହିଁକି ମୁଣ୍ଡାଉଛନ୍ତି: ଦାମ

ଭୁବନେଶ୍ୱର: “କଳସ ସ୍ତ୍ରୀ ଲୋକମାନେ ମୁଣ୍ଡାଇ ଥାନ୍ତି, ପୁରୁଷ କହିଁକି ମୁଣ୍ଡାଉଛନ୍ତି। ବାହାଘର ଓ ମନ୍ଦିର ପ୍ରତିଷ୍ଠାରେ କଳସ ବସିଥାଏ ମୁଁ ଜାଣିଛି। ଏଠାରେ କ’ଣ ପାଇଁ କଳସ ବସୁଛି ମୁଁ କହି ପାରିବି ନାହିଁ” ବୋଲି ମନ୍ତବ୍ୟ ଦେଇ ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ଦାମୋଦର ରାଉତ ଅନ୍ୟତମ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ସୂର୍ଯ୍ୟପାତ୍ର ନୂଆ କରି ବିଜେଡିର ମୁଖ୍ୟପାତ୍ର ହୋଇଛନ୍ତି। ମୁଖପାତ୍ର ଘୋଷଣା ହେବା ପରେ ସେ […]

dama

dama

Rakesh Mallick
  • Published: Sunday, 21 August 2016
  • Updated: 22 August 2016, 12:34 PM IST

Sports

Latest News

damaଭୁବନେଶ୍ୱର: “କଳସ ସ୍ତ୍ରୀ ଲୋକମାନେ ମୁଣ୍ଡାଇ ଥାନ୍ତି, ପୁରୁଷ କହିଁକି ମୁଣ୍ଡାଉଛନ୍ତି। ବାହାଘର ଓ ମନ୍ଦିର ପ୍ରତିଷ୍ଠାରେ କଳସ ବସିଥାଏ ମୁଁ ଜାଣିଛି। ଏଠାରେ କ’ଣ ପାଇଁ କଳସ ବସୁଛି ମୁଁ କହି ପାରିବି ନାହିଁ” ବୋଲି ମନ୍ତବ୍ୟ ଦେଇ ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ଦାମୋଦର ରାଉତ ଅନ୍ୟତମ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ କଟାକ୍ଷ କରିଛନ୍ତି।

ସେ କହିଛନ୍ତି, “ସୂର୍ଯ୍ୟପାତ୍ର ନୂଆ କରି ବିଜେଡିର ମୁଖ୍ୟପାତ୍ର ହୋଇଛନ୍ତି। ମୁଖପାତ୍ର ଘୋଷଣା ହେବା ପରେ ସେ ବେଶି କଥା କହୁଥିବେ ଯାହା ଆପଣମାନେ ଶୁଣୁ ଥିବେ, ମୋତେ କାହିଁକି ସେ କଥା ପଚାରୁଛନ୍ତି।”

ଗତକାଲି ବରଗଡ଼ରେ ବିଜେଡିର ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଅଲଗା ଅଲଗା କଳସ ଯାତ୍ରା କରିବାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଦାମଙ୍କ ଏପରି ମନ୍ତବ୍ୟ ବିଜେଡିର ମହାନଦୀ ରାଜନୀତିକୁ ଗୋଳିଆ କରିଦେଇଛି।

ଦାମଙ୍କ ମନ୍ତବ୍ୟର ଉତ୍ତର ସୂର୍ଯ୍ୟ ପାତ୍ର ରଖିଛନ୍ତି। ସେ କହିଛନ୍ତି, “କେହି ପୁରୁଷ କଳସ ଧରି ଯାଇ ନ ଥାନ୍ତି କି ଆମେ ଯାଉନାହୁଁ। କଳସରେ ମହାନଦୀ ପାଣି ଅଣାଯାଉଛି, କାହା ଉପରେ ଢଳାଯାଉନାହିଁ। ଉକ୍ତ ପାଣିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କ ଦଶାହ କରାଯାଉଛି। ଦାମ ବାବୁ ଆମ ଦଳର ଜଣେ ବରିଷ୍ଠ ମନ୍ତ୍ରୀ ଓ ନେତା, ସେ ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ, ସେଥିରେ ମୋର କିଛି କହିବାର ନାହିଁ।”

ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବାକୁ ନେଇ ଓଡ଼ିଶାରେ ରାଜନୀତି ଜୋର ଧରିଛି। ଶାସକ ବିଜେଡି, ବିରୋଧୀ କଂଗ୍ରେସ ଓ ବିଜେପି ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି। ମହାନଦୀ ଓଡ଼ିଶାବାସୀଙ୍କ ଜୀବନ ରେଖା ହୋଇଥିବା ବେଳେ ଓଡ଼ିଶାରେ ରାଜନୈତିକ ଦଳଗୁଡିକ ଏକାଠି ହେବା ପରିବର୍ତ୍ତେ ରାଜନୈତିକ ଫାଇଦା ନେବାକୁ ଅଲଗା ଅଲଗା ବିରୋଧ ଜାରୀ ରଖିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହାନଦୀ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ଦେଖା ଦେଇଥିଲା। ତେବେ ଗତକାଲି ବିଜେଡିର କଳସ ଶୋଭାଯାତ୍ରା ଓ ଆଜି ସୂର୍ଯ୍ୟଙ୍କ ପ୍ରତି ଦାମଙ୍କ ମନ୍ତବ୍ୟ ବିଜେଡିରେ ମହାନଦୀକୁ ନେଇ ଥିବା ବିବାଦକୁ ପଦାରେ ପକାଇ ଦେଇଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story