କଳିଙ୍ଗନଗର ଗୁଳିକାଣ୍ଡ ପାଇଁ କେହି ଦାୟୀ ନୁହନ୍ତି; ତଦନ୍ତ ରିପୋର୍ଟକୁ ନେଇ ବିବାଦ

ଭୁବନେଶ୍ୱର: ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡରେ ୧୩ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ପରେ ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୨୦୧୬ରେ କମିଶନ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଯେଉଁଥିରେ ଉଲ୍ଲେଖ ରହିଛି ଏହି ଘଟଣା ପାଇଁ କେହି ଦାୟୀ ନୁହଁନ୍ତି। ଗତକାଲି କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ଏହି ରିପୋର୍ଟକୁ ଅନୁମୋଦନ ଦେବାପରେ ଆରମ୍ଭ ହୋଇଛି ବିବାଦ। ଏତେବଡ଼ ଘଟଣା ପାଇଁ କେମିତି […]

C_oGPJfVoAAoB7u

C_oGPJfVoAAoB7u

Rakesh Mallick
  • Published: Friday, 12 May 2017
  • Updated: 12 May 2017, 07:06 PM IST

Sports

Latest News

ଭୁବନେଶ୍ୱର: ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡରେ ୧୩ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ପରେ ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୨୦୧୬ରେ କମିଶନ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଯେଉଁଥିରେ ଉଲ୍ଲେଖ ରହିଛି ଏହି ଘଟଣା ପାଇଁ କେହି ଦାୟୀ ନୁହଁନ୍ତି। ଗତକାଲି କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ଏହି ରିପୋର୍ଟକୁ ଅନୁମୋଦନ ଦେବାପରେ ଆରମ୍ଭ ହୋଇଛି ବିବାଦ। ଏତେବଡ଼ ଘଟଣା ପାଇଁ କେମିତି ତଦନ୍ତ କମିଶନ କାହାକୁ ଦାୟୀ କରିନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“କଳିଙ୍ଗ ନଗରରେ ମୃତ ଆଦିବାସୀଙ୍କ ହାତ ପାପୁଲି କଟାଯାଇଥିଲା। ଯାହାକି ଏକ ଗୁରୁତର ଅପରାଧ। ମୃତବ୍ୟକ୍ତିଙ୍କୁ ଅସମ୍ମାନ ମଧ୍ୟ କରାଯାଇଥିଲ।। ଏହି ଅପରାଧ ସରକାର ଓ ଅଧିକାରୀମାନେ କରିଛନ୍ତି। ଏପରି ସ୍ଥଳରେ କେହି ଦୋଷୀ ନୁହନ୍ତି କହିବା ଦୁର୍ଭାଗ୍ୟର ବିଷୟ।”

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି,“କଳିଙ୍ଗନଗର ଗୁଳିକାଣ୍ଡରେ ଏତେ ଲୋକ ମଲେ। ଏଥିରେ କେହି ଦାୟୀ ନୁହନ୍ତି କହିବା ଦୁର୍ଭାଗ୍ୟର ବିଷୟ। ତେଣୁ ଏହି ତଦନ୍ତ ରିପୋର୍ଟ ଉପରେ ଭରସା କରିହେଉ ନାହିଁ।”

କଳିଙ୍ଗନଗର ବିସ୍ଥାପନ ବିରୋଧୀ ଜନମଞ୍ଚର ସମ୍ପାଦକ ରବୀନ୍ଦ୍ର ଜାରିକା କମିଶନଙ୍କ ରିପୋର୍ଟକୁ ଜନବିରୋଧୀ କହିଥିବା ବେଳେ ବିଧାନସଭାରେ ଉପସ୍ଥାପନ ପରେ ସରକାର ମତାମତ ଦେବେ ବୋଲି ବିଜେଡି କହିଛି।

କଳିଙ୍ଗନଗର ଗୁଳିକାଣ୍ଡର ତଦନ୍ତ କରିଥିବା ଜଷ୍ଟିସ ପି.କେ. ମହାନ୍ତି କମିଶନ ୨୦୧୫ ଜୁଲାଇ ୩ ତାରିଖରେ ନିଜ ରିପୋର୍ଟ ଦାଖଲ କରିଥିଲେ। ୨୦୧୬ ଜୁନ ୮ ତାରିଖରେ ରିପୋର୍ଟକୁ ଗ୍ରହଣ କରିଥିଲେ ସରକାର। କିନ୍ତୁ ଏହାକୁ ବିଧାନସଭାରେ ଉପସ୍ଥାପନ କରିବାକୁ ଗତକାଲି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲେ। କଳିଙ୍ଗନଗର ଗୁଳିକାଣ୍ଡରେ ୧୩ ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story