ପ୍ରସୂତୀ ଯନ୍ତ୍ରଣାଠୁ ବଳିଲା ବନ୍ୟା ଯନ୍ତ୍ରଣା: ଉଛୁଳା ବଢ଼ି ପାଣିରେ ଭେଳାରେ ଶୋଇ ମେଡ଼ିକାଲ ଆସିଲେ ଗର୍ଭବତୀ

କଲ୍ୟାଣସିଂପୁର: ପୋଲ ଭାସିଯିବାରୁ ନଦୀରୁ ପାଣି ଉଛୁଳି ଲହଡି ମାରୁଛି। ବନ୍ୟା ଜଳ ଗର୍ଜନ କରୁଛି। ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ସମୟରେ ନଦୀ ପାଣିକୁ ଦେଖିଲେ ଡ଼ର ଲାଗୁଛି। ମାତ୍ର ଜଣେ ପ୍ରସୂତୀଙ୍କ ଗର୍ଭ ଯନ୍ତ୍ରଣା ଆଗରେ ଏସବୁ ଡ଼ର ଗାଁ ଲୋକଙ୍କୁ ସତେଯେପରି ଫିକା କରିଦେଇଛି। ଗାଁ ଲୋକେ ନିଜ ଜୀବନକୁ ବାଜି ଲଗାଇ ବାଉଁଶ ତିଆରି ଭେଳାରେ ପ୍ରସୂତୀଙ୍କୁ ଅତିବିପଦଜନକ ସ୍ଥିତିରେ ନଦୀ ପାର କରିବାକୁ ବାଧ୍ୟ ହୋଇଛନ୍ତି। ରାୟଗଡା ଜିଲ୍ଲା […]

lady

lady

Rakesh Mallick
  • Published: Friday, 21 July 2017
  • Updated: 21 July 2017, 05:25 PM IST

କଲ୍ୟାଣସିଂପୁର: ପୋଲ ଭାସିଯିବାରୁ ନଦୀରୁ ପାଣି ଉଛୁଳି ଲହଡି ମାରୁଛି। ବନ୍ୟା ଜଳ ଗର୍ଜନ କରୁଛି। ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ସମୟରେ ନଦୀ ପାଣିକୁ ଦେଖିଲେ ଡ଼ର ଲାଗୁଛି। ମାତ୍ର ଜଣେ ପ୍ରସୂତୀଙ୍କ ଗର୍ଭ ଯନ୍ତ୍ରଣା ଆଗରେ ଏସବୁ ଡ଼ର ଗାଁ ଲୋକଙ୍କୁ ସତେଯେପରି ଫିକା କରିଦେଇଛି। ଗାଁ ଲୋକେ ନିଜ ଜୀବନକୁ ବାଜି ଲଗାଇ ବାଉଁଶ ତିଆରି ଭେଳାରେ ପ୍ରସୂତୀଙ୍କୁ ଅତିବିପଦଜନକ ସ୍ଥିତିରେ ନଦୀ ପାର କରିବାକୁ ବାଧ୍ୟ ହୋଇଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂପୁରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବନ୍ୟା ବିପନ୍ନଙ୍କୁ ଡଙ୍ଗା ଓ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଉଛି ବୋଲି ଡିଣ୍ଡିମ ପିଟାଯାଉଛି। କିନ୍ତୁ କଲ୍ୟାଣସିଂପୁରର ଏହି ଘଟଣା ସତେଯେପରି ଜିଲ୍ଲା ପ୍ରଶାସନର ମୁଖା ଖୋଲି ଦେଇଛି।

ଚଳିତ ବର୍ଷା ଓ ବନ୍ୟାରେ କଲ୍ୟାଣସିଂହପୁର ପୁରୁଣାଭଟ୍ଟାରେ କଲ୍ୟାଣୀ ନଦୀ ଉପରେ ଥିବା ପୋଲ ଭାସି ଯାଇଥିଲା। ନଦୀ ପାର ହେବାକୁ ସୁବିଧା ନଥିବାରୁ ଗାଁ ଲୋକେ ଆଜି ଜଣେ ପ୍ରସୂତିଙ୍କୁ ୫ ଜଣ ଯୁବକ ବାଉଁଶରେ ତିଆରି ଭେଳାରେ ନଦୀ ପାର କରିଥିଲେ। ପରେ ଖଟିଆରେ କାନ୍ଧକରି କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଇଥିଲା। ବର୍ତ୍ତମାନ ପ୍ରସୂତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story