ଗାଈଆଳଙ୍କ ମାଡ଼ରେ ବାବୁ ଘାଇଲା: ଉପଜିଲ୍ଲାପାଳ ଓ ତହସିଲଦାଲ ହସ୍ପିଟାଲରେ ଭର୍ତ୍ତି

କାମାକ୍ଷାନଗର: ଗାଈଆଳଙ୍କ ମାଡ଼ରେ ବାବୁ ଘାଇଲା ହୋଇଛନ୍ତି। ରାସ୍ତା ଅତିକ୍ରମ କରୁଥିବା ଗାଈ ଦେହରେ ଗାଡ଼ି ବାଜି ଯିବାରୁ ଗାଈଆଳ ଟୋକାମାନେ ଉତ୍‌କ୍ଷିପ୍ତ ହୋଇ ଦୁଇ ବାବୁ(ଉପଜିଲ୍ଲାପାଳ ଓ ତହସିଲଦାର)ଙ୍କୁ ବାଡିରେ ଆକ୍ରମଣ କରିଥିଲେ। ଘାଇଲା ଦୁଇ ବାବୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଉପଜିଲ୍ଲାପାଳ କଳ୍ପତରୁ ବେହେରା ଓ ତହସିଲଦାର ସରୋଜ କୁମାର ସ୍ୱାଇଁ ଏକ ବେସରକାରୀ ଗାଡିରେ କାମାକ୍ଷାନଗର ଆସୁଥିବା ବେଳେ ଗେଙ୍ଗୁଟିରେ ରାସ୍ତା ପାର୍ଶ୍ୱ ଚରୁଥିବା ଗାଈଙ୍କ ଦେହରେ ସାମାନ୍ୟ […]

kamakhayanagar bdo

kamakhayanagar bdo

Rakesh Mallick
  • Published: Monday, 03 April 2017
  • Updated: 03 April 2017, 02:29 PM IST

କାମାକ୍ଷାନଗର: ଗାଈଆଳଙ୍କ ମାଡ଼ରେ ବାବୁ ଘାଇଲା ହୋଇଛନ୍ତି। ରାସ୍ତା ଅତିକ୍ରମ କରୁଥିବା ଗାଈ ଦେହରେ ଗାଡ଼ି ବାଜି ଯିବାରୁ ଗାଈଆଳ ଟୋକାମାନେ ଉତ୍‌କ୍ଷିପ୍ତ ହୋଇ ଦୁଇ ବାବୁ(ଉପଜିଲ୍ଲାପାଳ ଓ ତହସିଲଦାର)ଙ୍କୁ ବାଡିରେ ଆକ୍ରମଣ କରିଥିଲେ। ଘାଇଲା ଦୁଇ ବାବୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ଉପଜିଲ୍ଲାପାଳ କଳ୍ପତରୁ ବେହେରା ଓ ତହସିଲଦାର ସରୋଜ କୁମାର ସ୍ୱାଇଁ ଏକ ବେସରକାରୀ ଗାଡିରେ କାମାକ୍ଷାନଗର ଆସୁଥିବା ବେଳେ ଗେଙ୍ଗୁଟିରେ ରାସ୍ତା ପାର୍ଶ୍ୱ ଚରୁଥିବା ଗାଈଙ୍କ ଦେହରେ ସାମାନ୍ୟ ଧକ୍କା ହୋଇଥିଲା। ଏଥିରେ ଗାଈଆଳମାନେ ଉତ୍‌କ୍ଷିପ୍ତ ହୋଇ ଠେଙ୍ଗାରେ ଗାଡିକୁ ବାଡେଇ ଥିଲେ। ଏହି ସମୟରେ ତହସିଲଦାର ଗାଡ଼ିରୁ ଉହ୍ଲାଇ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଗ ଜର୍ଜରି ଗାଈଆ ତାଙ୍କୁ ମଧ୍ୟ ଛାଡି ନଥିଲେ। ୫ରୁ ୬ ଜଣ ଗାଈଆଳ ଏକତ୍ର ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଫଳରେ ତହସିଲଦାରଙ୍କ ପିଠି, ଛାତି ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତହସିଲଦାରଙ୍କୁ ବଞ୍ଚାଇବାକୁ ଯାଇ ଉପଜିଲ୍ଲାପାଳ ମଧ୍ୟ ଆକ୍ରମଣରେ ଶିକାର ହୋଇଥିଲେ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ମେଡ଼ିକାଲରେ ପହଞ୍ଚି ସେମାନଙ୍କ ବୟାନ୍‌ ରେକର୍ଡ଼ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଉପଜିଲ୍ଲାପାଳ କଳ୍ପତରୁ ବେହେରା କହିଛନ୍ତି,“ଗାଈ ଗୋଠ ରାସ୍ତା ଅତିକ୍ରମ କରୁଥିବା ବେଳେ ଗାଡ଼ି ଚଳାଉଥିବା ତହସିଲଦାର ସରୋଜ କୁମାର ସ୍ୱାଇଁ ହର୍ଣ୍ଣ ମାରିଥିଲେ। ଏଥିରେ ଗାଈଆଳମାନେ ରାଗି ଯାଇ ଗାଡିକୁ ଆକ୍ରମଣ କରିଥିଲେ। ତହସିଲଦାର ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story