କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର

ବାଲେଶ୍ୱର: କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜ୍‌ରୁ ଆସୁଥିବା ପାଣି କମିବା ଫଳରେ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବାଲିଆପାଳରେ ବନ୍ୟା ପାଣି ହ୍ରାସ ପାଇଛି। ତେବେ ରାଜଘାଟରେ  ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଜି ସକାଳେ ରାଜଘାଟରେ  ଜଳସ୍ତର ୧୧.୨୬ ମିଟର ରହିଥିବା ବେଳେ  ବିପଦ ସଙ୍କେତ ରହିଛି ୧୦.୩୬। ବନ୍ୟା ଯୋଗୁଁ  ବାଳିଆପାଳ ବ୍ଲକ୍‌ର ୫ଟି ପଞ୍ଚାୟତର ୨୦ଟି ଗାଁ ଜଳବନ୍ଦୀ ହୋଇଥିଲା। […]

baleswar

baleswar

Rakesh Mallick
  • Published: Saturday, 20 August 2016
  • Updated: 20 August 2016, 09:50 AM IST

Sports

Latest News

floodବାଲେଶ୍ୱର: କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜ୍‌ରୁ ଆସୁଥିବା ପାଣି କମିବା ଫଳରେ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବାଲିଆପାଳରେ ବନ୍ୟା ପାଣି ହ୍ରାସ ପାଇଛି।

ତେବେ ରାଜଘାଟରେ  ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଜି ସକାଳେ ରାଜଘାଟରେ  ଜଳସ୍ତର ୧୧.୨୬ ମିଟର ରହିଥିବା ବେଳେ  ବିପଦ ସଙ୍କେତ ରହିଛି ୧୦.୩୬।

ବନ୍ୟା ଯୋଗୁଁ  ବାଳିଆପାଳ ବ୍ଲକ୍‌ର ୫ଟି ପଞ୍ଚାୟତର ୨୦ଟି ଗାଁ ଜଳବନ୍ଦୀ ହୋଇଥିଲା। ଆଖୁଆପଦାଠାରେ ମଧ୍ୟ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଠାରୁ ତଳେ ରହିଛି।

ବନ୍ୟାଞ୍ଚଳରେ ସ୍ଥିତି ଉପରେ ପ୍ରଶାସନ ପକ୍ଷରୁ  ନଜର ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos