କନ୍ଧମାଳ ଓ ରାୟଗଡ଼ା ବନ୍ଦ

କନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ବାଂଶଧାରା ଘୁମୁସୁରା ନାଗାବଳୀ ଡିଭିଜନ ମାଓ ସଂଗଠନ ପକ୍ଷରୁ ଆଜି କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ କିଛି ସ୍ଥାନରେ  ଘରୋଇ ବସ୍‌ ଏବଂ ଅନ୍ୟ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି। କନ୍ଧମାଳ ଜିଲ୍ଲାରେ ୩ଟି ବ୍ଲକ କୋଟଗଡ଼, ତୁମୁଡିବନ୍ଧ ଓ ଦାରିଙ୍ଗିବାଡ଼ିକୁ ଛାଡି ଦେଲେ  ଅନ୍ୟ ସ୍ଥାନରେ ବନ୍ଦର ପ୍ରଭାବ […]

banda

banda

Rakesh Mallick
  • Published: Monday, 25 July 2016
  • Updated: 25 July 2016, 03:40 PM IST

Sports

Latest News

କନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ବାଂଶଧାରା ଘୁମୁସୁରା ନାଗାବଳୀ ଡିଭିଜନ ମାଓ ସଂଗଠନ ପକ୍ଷରୁ ଆଜି କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ କିଛି ସ୍ଥାନରେ  ଘରୋଇ ବସ୍‌ ଏବଂ ଅନ୍ୟ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି। କନ୍ଧମାଳ ଜିଲ୍ଲାରେ ୩ଟି ବ୍ଲକ କୋଟଗଡ଼, ତୁମୁଡିବନ୍ଧ ଓ ଦାରିଙ୍ଗିବାଡ଼ିକୁ ଛାଡି ଦେଲେ  ଅନ୍ୟ ସ୍ଥାନରେ ବନ୍ଦର ପ୍ରଭାବ ସେତେଟା  ପଡ଼ିନାହିଁ।

ମାଓବାଦୀଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ  ରଖି ଉଭୟ ଜିଲ୍ଲାରେ  ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ୍‌ ନାକା କରି ଗାଡ଼ି ଯାଞ୍ଚ କରୁଛି।

ରାୟଗଡ଼ା କଲ୍ୟାଣସିଂହପୁର ଶିବ ମନ୍ଦିର, ପଣସପଦର ଛକ ଓ ଶିକରପାଇ ଗାଁ ବସ୍‌ଷ୍ଟାଣ୍ଡ ନିକଟରେ ମାଓ ପୋଷ୍ଟର ମରାଯାଇଛି। ପୋଷ୍ଟରରେ ବାଂଶଧାରା  ଘୁମୁସୁର ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଓ ଆହତଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏଥିସହିତ ଆହତମାନଙ୍କୁ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story