କନ୍ଧମାଳ ଗୁଳିକାଣ୍ଡ: ପିସିସି ସଭାପତିଙ୍କ ନେତୃତ୍ୱରେ ବାଲିଗୁଡା ଥାନା ଘେରିଲା କଂଗ୍ରେସ  

କନ୍ଧମାଳ: କନ୍ଧମାଳରେ ପୋଲିସ ଗୁଳିରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି କଂଗ୍ରେସ ଦାବି କରିଛି। ଏହି ଦାବି ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା କନ୍ଧମାଳ ବାଲିଗୁଡା ଥାନା ଘେରାଉ କରିଛନ୍ତି।ହତ୍ୟାକାରୀଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏବଂ ମୃତକଙ୍କ ପରିବାର ବର୍ଗଙ୍କ ଏଫ୍‌ଆଇଆରକୁ କାହିଁକି ପୋଲିସ ଗ୍ରହଣ କରୁନାହିଁ ଏଥିନେଇ ପ୍ରଶ୍ନ ଉଠାଇଛି ଦଳ। ଏହି ପ୍ରସଙ୍ଗରେ […]

congress

congress

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 08:35 PM IST

Sports

Latest News

congressକନ୍ଧମାଳ: କନ୍ଧମାଳରେ ପୋଲିସ ଗୁଳିରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି କଂଗ୍ରେସ ଦାବି କରିଛି। ଏହି ଦାବି ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା କନ୍ଧମାଳ ବାଲିଗୁଡା ଥାନା ଘେରାଉ କରିଛନ୍ତି।ହତ୍ୟାକାରୀଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏବଂ ମୃତକଙ୍କ ପରିବାର ବର୍ଗଙ୍କ ଏଫ୍‌ଆଇଆରକୁ କାହିଁକି ପୋଲିସ ଗ୍ରହଣ କରୁନାହିଁ ଏଥିନେଇ ପ୍ରଶ୍ନ ଉଠାଇଛି ଦଳ।

ଏହି ପ୍ରସଙ୍ଗରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟରତ ବିଚାରପତି ଓ ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ଏହାର ତଦନ୍ତ କରାଯାଉ।”

ଅନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝି ପ୍ରମୁଖ ସାମିଲ ହୋଇଛନ୍ତି।

ଏହାପୂର୍ବରୁ ଆଜି ବାଲିଗୁଡାରେ ଜିଲ୍ଳାର ପରିବର୍ଦ୍ଧିତ କଂଗ୍ରେସ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି। ଏଥିରେ କନ୍ଧମାଳ ଗୁଳିମାଡ ଓ ଜିଲ୍ଲାବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେବା ପ୍ରସଙ୍ଗରେ ଆନ୍ଦୋଳନକୁ ଜୋରଦାର କରିବାକୁ ଦଳ ନିଷ୍ପତ୍ତି ନେଇଥିବା ବେଳେ ଆନ୍ଦୋଳନର ଫୋକସ୍‌ରେ ରହିବ ଆଦିବାସୀଙ୍କୁ ଜମିପଟ୍ଟା ବଣ୍ଟନ ପ୍ରସଙ୍ଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story