ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ କଳାପତାକା ଦେଖାଇ ୧୪ ବିଜେପି କର୍ମୀ ଅଟକ

କନ୍ଧମାଳ: ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଜୁ ଜନ୍ମ ଶତବାର୍ଷିକୀ ଗଣଦୌଡ଼ରେ ଯୋଗ ଦେବା ପାଇଁ ଫୁଲବାଣୀ ଗସ୍ତରେ ଯାଇଥିବା ବେଳେ ବିଜେପି କର୍ମୀମାନେ ତାଙ୍କୁ ଗାନ୍ଧୀ ଛକ ଠାରେ କଳାପତାକା ଦେଖାଇଥିଲେ। ପୋଲିସ୍ ୧୪ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି,“ମୋତେ କେହି କଳା ପତାକା ଦେଖାଇ ନାହାନ୍ତି। ମୋ ପାଖକୁ ଆସି କେହି କଳା ପତାକା ଦେଖାଇ ନାହାନ୍ତି କି କାହାରି ସତ୍‌ସାହାସ ନାହିଁ।” […]

black-flag

black-flag

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 09:47 AM IST

Sports

Latest News

black-flagକନ୍ଧମାଳ: ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଜୁ ଜନ୍ମ ଶତବାର୍ଷିକୀ ଗଣଦୌଡ଼ରେ ଯୋଗ ଦେବା ପାଇଁ ଫୁଲବାଣୀ ଗସ୍ତରେ ଯାଇଥିବା ବେଳେ ବିଜେପି କର୍ମୀମାନେ ତାଙ୍କୁ ଗାନ୍ଧୀ ଛକ ଠାରେ କଳାପତାକା ଦେଖାଇଥିଲେ। ପୋଲିସ୍ ୧୪ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି।

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି,“ମୋତେ କେହି କଳା ପତାକା ଦେଖାଇ ନାହାନ୍ତି। ମୋ ପାଖକୁ ଆସି କେହି କଳା ପତାକା ଦେଖାଇ ନାହାନ୍ତି କି କାହାରି ସତ୍‌ସାହାସ ନାହିଁ।”

ସହରର ଗାନ୍ଧୀ ଛକଠାରୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଗଣଦୌଡ଼ କରାଯାଇଥିଲା। ଏଥିରେ ବିଜେଡି ନେତା, କର୍ମୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ବିଜୁ ଶତବାର୍ଷିକୀ ଗଣଦୌଡ଼ ପାଇଁ ଯୁବକ, ଯୁବତୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story