କନ୍ଧମାଳ ଦଙ୍ଗା ମାମଲା: ଆଜି ଗୃହ ସଚିବଙ୍କୁ ରିପୋର୍ଟ  ଦେଲେ ଜଷ୍ଟିସ୍ ନାଇଡୁ କମିଶନ୍

ଭୁବନେଶ୍ୱର: ଜଷ୍ଟିସ୍ ଏ.ଏସ୍.ନାଇଡୁ କମିଶନ୍ କନ୍ଧମାଳ ଦଙ୍ଗା ମାମଲାର ରିପୋର୍ଟ ଗୃହ ସଚିବଙ୍କ ପାଖରେ ଦାଖଲ କରିଛନ୍ତି। ତଦନ୍ତକାଳରେ କମିଶନଙ୍କ ନିକଟରେ ୮୨୫ଟି ସତ୍ୟପାଠ ଦାଖଲ କରାଯାଇଥିଲା। ସେହିପରି କମିଶନ୍ ମୋଟ ୩ଶହ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ଥିଲେ ୭୮ ଜଣ ସରକାରୀ କର୍ମଚାରୀ ଓ ୨୨୨ ଜଣ ଅନ୍ୟ ସାକ୍ଷୀ ଥିଲେ। ତଦନ୍ତ କମିଶନ ୧୦୨୦ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଥିଲେ। କନ୍ଧମାଳ ଦଙ୍ଗା ପରେ ରାଜ୍ୟ ସରକାର ପ୍ରଥମେ ଜଷ୍ଟିସ୍ ଶରତ […]

kandhamala

kandhamala

Rakesh Mallick
  • Published: Tuesday, 22 December 2015
  • Updated: 22 December 2015, 08:09 AM IST

Sports

Latest News

ଭୁବନେଶ୍ୱର: ଜଷ୍ଟିସ୍ ଏ.ଏସ୍.ନାଇଡୁ କମିଶନ୍ କନ୍ଧମାଳ ଦଙ୍ଗା ମାମଲାର ରିପୋର୍ଟ ଗୃହ ସଚିବଙ୍କ ପାଖରେ ଦାଖଲ କରିଛନ୍ତି। ତଦନ୍ତକାଳରେ କମିଶନଙ୍କ ନିକଟରେ ୮୨୫ଟି ସତ୍ୟପାଠ ଦାଖଲ କରାଯାଇଥିଲା। ସେହିପରି କମିଶନ୍ ମୋଟ ୩ଶହ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ଥିଲେ ୭୮ ଜଣ ସରକାରୀ କର୍ମଚାରୀ ଓ ୨୨୨ ଜଣ ଅନ୍ୟ ସାକ୍ଷୀ ଥିଲେ। ତଦନ୍ତ କମିଶନ ୧୦୨୦ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଥିଲେ।

କନ୍ଧମାଳ ଦଙ୍ଗା ପରେ ରାଜ୍ୟ ସରକାର ପ୍ରଥମେ ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ତେବେ ତାଙ୍କର ପରଲୋକ ପରେ ଜଷ୍ଟିସ ଏ.ଏସ୍ ନାଇଡୁ ୨୦୧୨ ମସିହାରୁ ତଦନ୍ତ କରୁଥିଲେ।

୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ କନ୍ଧମାଳରେ ସାମ୍ପ୍ରଦାୟିକ ଦଙ୍ଗାର ସୂତ୍ରପାତ ହୋଇଥିଲା। ମାଓବାଦୀମାନେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏହାସତ୍ତ୍ୱେ ଦଙ୍ଗା କାହିଁକି ଘଟିଲା, ଆଗକୁ ଏପରି ପରିସ୍ଥିତି ଉପୁଜିଲେ ଏହାକୁ କିପରି ରୋକାଯିବ ସେ ନେଇ କିଛି ପ୍ରସ୍ତାବ ରିଯୋର୍ଟରେ ଦେଇଥିବା କମିଶନର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story