କନ୍ଧମାଳ ଗୁଳିକାଣ୍ଡ: ଜବତ ହୋଇଥିବା ସାମଗ୍ରୀକୁ କୋର୍ଟରେ ଦାଖଲ କଲା ଏସ୍‌ଆଇଟି

କନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଏସ୍‌ଆଇଟି ଆଜି ଘଟଣାସ୍ଥଳରୁ ଜବତ ହୋଇଥିବା  ସାମଗ୍ରୀ ବାଲିଗୁଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦାଖଲ କରିଛି। ଘଟଣାସ୍ଥଳରୁ ଏସ୍‌ଓଜି ଯବାନଙ୍କ ଠାରୁ  ୧୫ଟି ବନ୍ଧୁକ, ଖୋକା ଓ ମୃତକଙ୍କ ପୋଷାକପତ୍ର ଜବତ ହୋଇଥିଲା। ସୂଚନାଯୋଗ୍ୟ, ଗତ ୮ ତାରିଖରେ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ମାଲାପାଙ୍ଗା ଜଙ୍ଗଲରେ ବିଳମ୍ବିତ ରାତିରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୫ ଜଣଙ୍କ ମୃତ୍ୟୁ […]

sdjm

sdjm

Rakesh Mallick
  • Published: Friday, 22 July 2016
  • Updated: 22 July 2016, 03:55 PM IST

Sports

Latest News

କନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଏସ୍‌ଆଇଟି ଆଜି ଘଟଣାସ୍ଥଳରୁ ଜବତ ହୋଇଥିବା  ସାମଗ୍ରୀ ବାଲିଗୁଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦାଖଲ କରିଛି। ଘଟଣାସ୍ଥଳରୁ ଏସ୍‌ଓଜି ଯବାନଙ୍କ ଠାରୁ  ୧୫ଟି ବନ୍ଧୁକ, ଖୋକା ଓ ମୃତକଙ୍କ ପୋଷାକପତ୍ର ଜବତ ହୋଇଥିଲା।

ସୂଚନାଯୋଗ୍ୟ, ଗତ ୮ ତାରିଖରେ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ମାଲାପାଙ୍ଗା ଜଙ୍ଗଲରେ ବିଳମ୍ବିତ ରାତିରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ୨ ଜଣ ମହିଳା,୨ ଜଣ ପୁରୁଷ ଓ ଜଣେ ବାଳକ ଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos