ଗୁମୁଡୁମାହା ଗସ୍ତରେ ବିଜେପି ନେତା ଗିରିଧର ଗମାଙ୍ଗ

କନ୍ଧମାଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପି ନେତା ଗିରିଧର ଗମାଙ୍ଗ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ୫ ଜଣ ନିରୀହ ଆଦିବାସୀଙ୍କ ଗାଁ ଗୁମୁଡୁମାହା ଗସ୍ତରେ ଯାଇଛନ୍ତି। ସେ ଗୁଳିକାଣ୍ଡରେ ଜୀବନ ହାରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ  ଭେଟିବାର କାର୍ଯ୍ୟକ୍ରମ ରହିଛି। ତା’ସହ  ଆଦିବାସୀ  ଅଞ୍ଚଳର ବିକାଶ ପାଇଁ  ସରକାରଙ୍କ ରହିଥିବା ଯୋଜନାର କାର୍ଯ୍ୟକାରୀତା ନେଇ ସେ ଅନୁଧ୍ୟାନ କରିବେ। ଗତକାଲି ବିଜେପିର ୩ ଜଣିଆ କେନ୍ଦ୍ରୀୟ ଟିମ୍ ଗୁମୁଡୁମାହ ଯାଇ ନିହତଙ୍କ ପରିବାର […]

giridhra gamanga

giridhra gamanga

Rakesh Mallick
  • Published: Sunday, 17 July 2016
  • Updated: 17 July 2016, 11:52 AM IST

Sports

Latest News

କନ୍ଧମାଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପି ନେତା ଗିରିଧର ଗମାଙ୍ଗ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ୫ ଜଣ ନିରୀହ ଆଦିବାସୀଙ୍କ ଗାଁ ଗୁମୁଡୁମାହା ଗସ୍ତରେ ଯାଇଛନ୍ତି। ସେ ଗୁଳିକାଣ୍ଡରେ ଜୀବନ ହାରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ  ଭେଟିବାର କାର୍ଯ୍ୟକ୍ରମ ରହିଛି। ତା’ସହ  ଆଦିବାସୀ  ଅଞ୍ଚଳର ବିକାଶ ପାଇଁ  ସରକାରଙ୍କ ରହିଥିବା ଯୋଜନାର କାର୍ଯ୍ୟକାରୀତା ନେଇ ସେ ଅନୁଧ୍ୟାନ କରିବେ।

ଗତକାଲି ବିଜେପିର ୩ ଜଣିଆ କେନ୍ଦ୍ରୀୟ ଟିମ୍ ଗୁମୁଡୁମାହ ଯାଇ ନିହତଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story