କନ୍ଧମାଳ: ମାଓ ଅପରେସନ୍‌ରେ ମୃତ ୫ ଗ୍ରାମବାସୀଙ୍କ ଶେଷକୃତ୍ୟ ସମ୍ପନ୍ନ

କନ୍ଧମାଳ: କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ମାଲାପାଙ୍ଗା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ମତ୍ୟୁବରଣ କରିଥିବା ୬ ନିରୀହ ଗ୍ରାମବାସୀଙ୍କ ଅନ୍ତିମ ସଂସ୍କାର ସେମାନଙ୍କ ଗାଁ ଗୁମୁଡୁମାହାରେ ହୋଇଯାଇଛି। ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାର ଲୋକଙ୍କୁ ଆଜି ସକାଳେ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଏହି ଗୁଳିକାଣ୍ଡରୁ ବର୍ତ୍ତି ଯାଇଥିବା ଓ ଆହତ ହୋଇଥିବା ଲୋକମାନେ କିନ୍ତୁ ଭିନ୍ନ କଥା କହୁଛନ୍ତି। ଗୁଳିକାଣ୍ଡ ଏକପାଖିଆ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।ଆସିବା ବେଳେ ଅଟୋ ଦବି ଯିବାରୁ ତାହାକୁ ବାହାର କରି […]

k1

k1

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 08:46 PM IST

Sports

Latest News

k2କନ୍ଧମାଳ: କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ମାଲାପାଙ୍ଗା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ମତ୍ୟୁବରଣ କରିଥିବା ୬ ନିରୀହ ଗ୍ରାମବାସୀଙ୍କ ଅନ୍ତିମ ସଂସ୍କାର ସେମାନଙ୍କ ଗାଁ ଗୁମୁଡୁମାହାରେ ହୋଇଯାଇଛି। ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାର ଲୋକଙ୍କୁ ଆଜି ସକାଳେ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ଏହି ଗୁଳିକାଣ୍ଡରୁ ବର୍ତ୍ତି ଯାଇଥିବା ଓ ଆହତ ହୋଇଥିବା ଲୋକମାନେ କିନ୍ତୁ ଭିନ୍ନ କଥା କହୁଛନ୍ତି। ଗୁଳିକାଣ୍ଡ ଏକପାଖିଆ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।ଆସିବା ବେଳେ ଅଟୋ ଦବି ଯିବାରୁ ତାହାକୁ ବାହାର କରି ବସିବାକୁ ଯିବା ବେଳେ ହଠାତ୍‌ ସେମାନେ ଆମ ଉପରକୁ ଗୁଳି କରିଥିଲେ ବୋଲି ଜଣେ ଆହତ ଲୋଟ ଦିଗାଲ କହିଛନ୍ତି। ଅନ୍ୟପକ୍ଷରେ ମାଓବାଦୀମାନଙ୍କ ସହ କ୍ରସ୍‌ ଫାୟାରିଂ ବେଳେ ଏପରି ହୋଇଥିବା ପୋଲିସ କହୁଛି।

ଅନ୍ୟପକ୍ଷରେ ଗୁଳି ବିନିମୟରେ ଆହତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗତକାଲି ୪ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଗୁଳି ବିନିମୟକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ୍‌ ଯଦି ଆମ୍ୱୁସ୍‌ କରିଥିଲା ତେବେ ରାସ୍ତା ସିଲ୍‌ କରି ନ ଥିଲା କାହିଁକି? ଏହା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓରର ଉଲ୍ଲଘଂନ କରୁନାହିଁ କି?

ଗତକାଲି କୁର୍ତ୍ତମଗଡ଼ ନିକଟ ମାଲାପାଙ୍ଗା ଜଙ୍ଗଲରେ ବିଳମ୍ବିତ ରାତିରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ୨ ଜଣ ମହିଳା,୨ ଜଣ ପୁରୁଷ ଓ ଜଣେ ଶିଶୁ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story