କରମଙ୍ଗାର କରାମତି, ପଢ଼ିଲେ ନିଶ୍ଚୟ ଖାଇବେ

ପାଟିକୁ ଖଟା ଲାଗୁଥିବା କରମଙ୍ଗା ଶରୀର ଲାଗି ବଡ଼ ଉପକାରୀ। ଶୀତଦିନେ ଏହା ବଜାରରେ ଅଧିକ ପରିମାଣରେ ଉପଲବ୍ଧ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଥାଏ। ଆସନ୍ତୁ ଜାଣିବା କରମଙ୍ଗା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ। ଶୀତ ଦିନେ ଅନେକ ଲୋକ କାଛୁ କୁଣ୍ଡିଆ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରି ସମସ୍ୟା ଭୋଗୁଥିବା ଲୋକେ କରମଙ୍ଗା ଖାଇବା ଉଚିତ। ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଭୋକ ଲାଗୁ […]

Starfruit3 copy

Starfruit3 copy

Rakesh Mallick
  • Published: Sunday, 31 December 2017
  • Updated: 31 December 2017, 01:48 PM IST

Sports

Latest News

ପାଟିକୁ ଖଟା ଲାଗୁଥିବା କରମଙ୍ଗା ଶରୀର ଲାଗି ବଡ଼ ଉପକାରୀ। ଶୀତଦିନେ ଏହା ବଜାରରେ ଅଧିକ ପରିମାଣରେ ଉପଲବ୍ଧ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଥାଏ। ଆସନ୍ତୁ ଜାଣିବା କରମଙ୍ଗା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

  • ଶୀତ ଦିନେ ଅନେକ ଲୋକ କାଛୁ କୁଣ୍ଡିଆ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରି ସମସ୍ୟା ଭୋଗୁଥିବା ଲୋକେ କରମଙ୍ଗା ଖାଇବା ଉଚିତ।
  • ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
  • ଭୋକ ଲାଗୁ ନଥିଲେ ସକାଳୁ ଉଠି କରମଙ୍ଗା ରସରେ ଚିନି ମିଶାଇ ପିଇବା ଦ୍ୱାରା ଭୋକ ବଢ଼ିଥାଏ।
  • ରୂପି ସମସ୍ୟା ଭୋଗୁଥିଲେ ବାଦାମ ତେଲରେ କରମଙ୍ଗା ରସ ମିଶାଇ କେଶମୂଳରେ ଲଗାଇ ଅଧଘଣ୍ଟା ପରେ ଧୋଇଦିଅନ୍ତୁ। ରୂପି ସମସ୍ୟା ଦୂର ହୋଇଯିବ ।
  • ମଦ ନିଶା ଛଡ଼ାଇବାକୁ ଚାହୁଁଥିଲେ କରମଙ୍ଗା ରସ ପିଅନ୍ତୁ।
  • କରମଙ୍ଗା ଖାଇଲେ କ୍ୟାନ୍‌ସର୍‌ ହେବାର ଆଶଙ୍କା ମଧ୍ୟ କମ୍‌ ହୁଏ।
  • କରମଙ୍ଗା ଖାଇବା ଦ୍ୱାରା ପେଟରେ ହେଉଥିବା କୃମି ନଷ୍ଟ ହୋଇଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story