କଟକ: ବାଙ୍କୀ ତୁଳସୀପୁରରେ ଗୁଳି ଓ ବୋମାମାଡ଼, ଜଣେ ମୃତ,୨ ଅଟକ

କଟକ: କଟକ ଜିଲ୍ଲା ବାଙ୍କୀ ତୁଳସୀପୁର ବଜାରରେ ଗୁଳି ଓ ବୋମାମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଚିନ୍ତାମଣୀ ଦାସ। ସୋମବାର ସଂଧ୍ୟାରେ ଏହି ଘଟଣା ଘଟିଛି। ଚିନ୍ତାମଣି ଆଜି ସନ୍ଧ୍ୟାରେ ବଜାରକୁ ଆସିଥିବା ବେଳେ ୪ ଜଣ ଦୁର୍ବୃତ୍ତ ଏକ ଅଟୋରେ ଆସି ତାଙ୍କ ଉପରକୁ ଗୁଳି ଚଳାଇବା ସହ ଦୁଇଟି ବୋମା ମାଡ଼ କରିଥିଲେ। ଏଥିସହ ଆତଙ୍କ ସୃଷ୍ଟି କରିବା ପାଇଁ ଆଉ ୩ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ […]

fireing in banki

fireing in banki

Rakesh Mallick
  • Published: Monday, 12 October 2015
  • Updated: 12 October 2015, 04:39 PM IST

Sports

Latest News

fireing in bankiକଟକ: କଟକ ଜିଲ୍ଲା ବାଙ୍କୀ ତୁଳସୀପୁର ବଜାରରେ ଗୁଳି ଓ ବୋମାମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଚିନ୍ତାମଣୀ ଦାସ। ସୋମବାର ସଂଧ୍ୟାରେ ଏହି ଘଟଣା ଘଟିଛି। ଚିନ୍ତାମଣି ଆଜି ସନ୍ଧ୍ୟାରେ ବଜାରକୁ ଆସିଥିବା ବେଳେ ୪ ଜଣ ଦୁର୍ବୃତ୍ତ ଏକ ଅଟୋରେ ଆସି ତାଙ୍କ ଉପରକୁ ଗୁଳି ଚଳାଇବା ସହ ଦୁଇଟି ବୋମା ମାଡ଼ କରିଥିଲେ। ଏଥିସହ ଆତଙ୍କ ସୃଷ୍ଟି କରିବା ପାଇଁ ଆଉ ୩ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କାବୁ କରି ପୋଲିସ୍ ଜିମା ଦେଇଥିଲେ। ଅପରପକ୍ଷରେ ଗୁଳି ଓ ବୋମାମାଡ଼ରେ ଗୁରୁତର ଚିନ୍ତାମଣୀଙ୍କୁ ବାଙ୍କୀ ମେଡିକାଲ୍ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ମଧ୍ୟ ଚିନ୍ତାମଣିଙ୍କ ଉପରକୁ ବୋମାମାଡ଼ ହୋଇଥିଲା ବେଳେ ସେତେବେଳେ ସେ ବର୍ତ୍ତି ଯାଇଥିଲେ। ଆଜିର ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story