କଟକ ନଗର କଂଗ୍ରେସ ସାଧାରଣ ସଂପାଦକ ସଞ୍ଜିତ ଭୂୟାଁଙ୍କୁ ହତ୍ୟା ଅଭିଯୋଗ

କଟକ: କଟକରେ କଂଗ୍ରେସର ଜଣେ ଯୁବ ନେତାଙ୍କୁ ହତ୍ୟା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ କଟକ ନଗର କଂଗ୍ରେସ ସାଧାରଣ ସଂପାଦକ ସଞ୍ଜିତ ଭୂୟାଁ। ଗତକାଲି ରାତିରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପୁରୀଘାଟ ଅଞ୍ଚଳରୁ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା। ତେବେ ଏସ୍‌ସିବି ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଞ୍ଜିତଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ୍ ଏନେଇ ତନାଘନା ଆରମ୍ଭ କରିଛି।

sanjitbhuyan

sanjitbhuyan

Rakesh Mallick
  • Published: Thursday, 15 December 2016
  • Updated: 15 December 2016, 10:26 AM IST

Sports

Latest News

sanjitbhuyanକଟକ: କଟକରେ କଂଗ୍ରେସର ଜଣେ ଯୁବ ନେତାଙ୍କୁ ହତ୍ୟା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ କଟକ ନଗର କଂଗ୍ରେସ ସାଧାରଣ ସଂପାଦକ ସଞ୍ଜିତ ଭୂୟାଁ।

ଗତକାଲି ରାତିରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପୁରୀଘାଟ ଅଞ୍ଚଳରୁ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା। ତେବେ ଏସ୍‌ସିବି ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସଞ୍ଜିତଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ୍ ଏନେଇ ତନାଘନା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos