କଟକ ଶିଶୁ ଭବନରେ ନିଆଁ ଲାଗିବା ଘଟଣା: ଆହତ ଶିଶୁର ମୃତ୍ୟୁ

କଟକ: କଟକ ଶିଶୁ ଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ନିଆଁ ଲାଗିବା ଘଟଣାରେ ଆହତ ହୋଇଥିବା ଏକ ମାତ୍ର ଶିଶୁର ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଛି। ଶିଶୁଟିକୁ ମାତ୍ର ୨୬ ଦିନ ହୋଇଥିଲା। ଶିଶୁଟିର ଘର କେନ୍ଦ୍ରାପଡ଼ା ଜିଲ୍ଲାର ସାନରାହାମା ଗାଁର। ଶିଶୁଟି ଗୁରୁତର ଅବସ୍ଥାରେ ନଭେମ୍ବର ୨୯ ତାରିଖରୁ ଆଇସିୟୁରେ ଥିଲା। ତା’ମୁଣ୍ଡରେ ନିଆଁ ଲାଗିଯାଇଥିଲା। ନଭେମ୍ବର ୨୯ ତାରିଖ ସକାଳେ ଶିଶୁଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା। […]

shishibhaban

shishibhaban

Rakesh Mallick
  • Published: Friday, 04 December 2015
  • Updated: 04 December 2015, 03:44 AM IST

Sports

Latest News

କଟକ: କଟକ ଶିଶୁ ଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ନିଆଁ ଲାଗିବା ଘଟଣାରେ ଆହତ ହୋଇଥିବା ଏକ ମାତ୍ର ଶିଶୁର ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଛି। ଶିଶୁଟିକୁ ମାତ୍ର ୨୬ ଦିନ ହୋଇଥିଲା। ଶିଶୁଟିର ଘର କେନ୍ଦ୍ରାପଡ଼ା ଜିଲ୍ଲାର ସାନରାହାମା ଗାଁର। ଶିଶୁଟି ଗୁରୁତର ଅବସ୍ଥାରେ ନଭେମ୍ବର ୨୯ ତାରିଖରୁ ଆଇସିୟୁରେ ଥିଲା। ତା’ମୁଣ୍ଡରେ ନିଆଁ ଲାଗିଯାଇଥିଲା।

ନଭେମ୍ବର ୨୯ ତାରିଖ ସକାଳେ ଶିଶୁଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା। ୨୪ଟି ବେଡ୍ ବିଶିଷ୍ଟ ନ୍ୟୁ ବର୍ଣ୍ଣ ୱାର୍ଡର ୱାର୍ମର୍ ଲାଇଟର ହୋଲଡରରେ ସର୍ଟସର୍କିଟ ହୋଇ ପ୍ରଥମେ ନିଆଁ ଲାଗିଥିଲା। ଧୀରେ ଧୀରେ ୱାର୍ଡର ଅନ୍ୟ ସ୍ଥାନକୁ ନିଆଁ ବ୍ୟାପି ଯାଇଥିଲା। ଏହି ସମୟରେ ୱାର୍ଡରେ ଥିବା ସମସ୍ତ ୨୦ଜଣ ଶିଶୁଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏହାର କିଛି ସମୟ ମଧ୍ୟରେ ୱାର୍ଡ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ନିଆଁରେ ପୋଡ଼ି ନଷ୍ଟ ହୋଇ ଯାଇଥିଲା।

କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଅଗ୍ନିକାଣ୍ଡର କାରଣ ସଂପର୍କରେ ତଦନ୍ତ କରି ଆସନ୍ତା ୭ଦିନ ଭିତରେ ରିପୋର୍ଟ ଦେବାକୁ ବୈଷୟିକ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି  ଯେ ଅଗ୍ନି ନିର୍ବାପକ ଯନ୍ତ୍ରଗୁଡ଼ିକୁ ଠିକଣା ସମୟରେ ବ୍ୟବହାର କରାଯାଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story