ଆଜି ଉଦଘାଟିତ ହେବ କାଠଯୋଡି-ତ୍ରିଶୂଳିଆ ସେତୁ: କମିବ କଟକ-ଭୁବନେଶ୍ୱର ମଧ୍ୟରେ ଦୂରତା

କଟକ: ଦୀର୍ଘ ୭ବର୍ଷ ଅପେକ୍ଷା ପରେ ଆଜି ଉଦଘାଟିତ ହେବ କାଠଯୋଡି-ତ୍ରିଶୂଳିଆ ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦଘାଟନ କରିବେ। ଏହାକୁ ସୁବାସ ଚନ୍ଦ୍ର ବୋଷଙ୍କ ନାଁରେ ନାମିତ କରାଯିବ। ଏହି ବ୍ରିଜ ଯୋଗୁ କଟକ ଓ ଭୁବନେଶ୍ୱର ମଧ୍ୟରେ ଯାତାୟତ ଆହୁରି ସୁବିଧାଜନକ ହେବ। ଜୁଡିସିଆଲ ଏକାଡେମୀ ଛକରୁ ଆରମ୍ଭ ହୋଇଥିବା ଏହି ବ୍ରିଜ ସିଧାସଳଖ ଭୁବନେଶ୍ୱରକୁ ଯୋଡ଼ି ହୋଇଛି। ଏହାଦ୍ୱାରା କଟକରୁ ଭୁବନେଶ୍ୱରକୁ ପାଖାପାଖି ୧୨ କିଲୋମିଟର ରାସ୍ତା କମିବ। ରାସ୍ତା […]

Kathajodi

Kathajodi

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 01:33 PM IST

Sports

Latest News

କଟକ: ଦୀର୍ଘ ୭ବର୍ଷ ଅପେକ୍ଷା ପରେ ଆଜି ଉଦଘାଟିତ ହେବ କାଠଯୋଡି-ତ୍ରିଶୂଳିଆ ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦଘାଟନ କରିବେ। ଏହାକୁ ସୁବାସ ଚନ୍ଦ୍ର ବୋଷଙ୍କ ନାଁରେ ନାମିତ କରାଯିବ।

ଏହି ବ୍ରିଜ ଯୋଗୁ କଟକ ଓ ଭୁବନେଶ୍ୱର ମଧ୍ୟରେ ଯାତାୟତ ଆହୁରି ସୁବିଧାଜନକ ହେବ। ଜୁଡିସିଆଲ ଏକାଡେମୀ ଛକରୁ ଆରମ୍ଭ ହୋଇଥିବା ଏହି ବ୍ରିଜ ସିଧାସଳଖ ଭୁବନେଶ୍ୱରକୁ ଯୋଡ଼ି ହୋଇଛି। ଏହାଦ୍ୱାରା କଟକରୁ ଭୁବନେଶ୍ୱରକୁ ପାଖାପାଖି ୧୨ କିଲୋମିଟର ରାସ୍ତା କମିବ। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ନିର୍ମିତ ଏହି ସେତୁର ଲମ୍ବ ୩ କିଲୋମିଟର। ଏହି ସେତୁର କାମ ୨୦୧୧ରୁ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos